ତୁମକୁ ଭେଟିବା ପରେ -015 (Tumaku Bhetiba Pare -15 /Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -015 (Tumaku Bhetiba Pare -15 /Odia Poem)

Rating: 5.0

ଆଜି ତମେ ଚାଲିଗଲା ପରେ

ଚାରିଆଡ଼େ ଶୂନଶାନ,

ଖାଁ ଖାଁ ଲାଗିଲା ଦୁନିଆଁ -

ସତେ ଅବା

ପବନରେ ଲାଗିଗଲା ନିଆଁ!



ମୋ ଛାତି ର ଆକାଶରେ

ଛାଇଗଲା

ହତାଶା ର କଳା କଳା ମେଘ,

ମାଡ଼ିଗଲା

ମିଠା ମିଠା ସପନର କ୍ଷେତ ପରେ

ବିରହ ର ଜୁଆର ଲୁଣିଆ ।।

COMMENTS OF THE POEM
Anita Aparajita Das 03 October 2016

ମୋ ଛାତି ର ଆକାଶରେ ଛାଇଗଲା ହତାଶା ର କଳା କଳା ମେଘ, ମାଡ଼ିଗଲା ମିଠା ମିଠା ସପନର କ୍ଷେତ ପରେ ବିରହ ର ଜୁଆର ଲୁଣିଆ ।। ବହୁତ ସୁନ୍ଦର କବିତା, Thanks for your sharing. 10 Marks.

4 0 Reply
Subhas Chandra Chakra 30 September 2016

ମୋ ଛାତି ର ଆକାଶରେ ଛାଇଗଲା ହତାଶା ର କଳା କଳା ମେଘ, ମାଡ଼ିଗଲା ମିଠା ମିଠା ସପନର କ୍ଷେତ ପରେ ବିରହ ର ଜୁଆର ଲୁଣିଆ ।। Salty tide of separation over the fields of your heart! Marvelous. poem.

4 0 Reply
Rajendra Rout 31 October 2018

ମିଠା ମିଠା ସପନର କ୍ଷେତ ପରେ ବିରହ ର ଜୁଆର ଲୁଣିଆ ।। Lovely poem Thanks for sharing this lovely poem 1000++++++.......

0 0 Reply
Alina Kaikeyi 31 October 2017

ମାଡ଼ିଗଲା ମିଠା ମିଠା ସପନର କ୍ଷେତ ପରେ ବିରହ ର ଜୁଆର ଲୁଣିଆ ।। Lovely song of love.10+++

1 0 Reply
Prativa Rani 31 October 2017

ମୋ ଛାତି ର ଆକାଶରେ ଛାଇଗଲା ହତାଶା ର କଳା କଳା ମେଘ, ମାଡ଼ିଗଲା ମିଠା ମିଠା ସପନର କ୍ଷେତ ପରେ ବିରହ ର ଜୁଆର ଲୁଣିଆ ।। Lovely writing. 10+++

1 0 Reply
Soumya Ranjan Rout 26 September 2017

ଖାଁ ଖାଁ ଲାଗିଲା ଦୁନିଆଁ - ସତେ ଅବା ପବନରେ ଲାଗିଗଲା ନିଆଁ! Vary nice sir. It is a great feelings about the nature.Thank you sir

1 0 Reply
Sabita Sahoo 21 August 2017

ଆଜି ତମେ ଚାଲିଗଲା ପରେ ଚାରିଆଡ଼େ ଶୂନଶାନ, ଖାଁ ଖାଁ ଲାଗିଲା ଦୁନିଆଁ - ସତେ ଅବା ପବନରେ ଲାଗିଗଲା ନିଆଁ! ...beauty and Eros sewn together. Lovely poem. Thanks for thew sharing. 10 for this poem.

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success