ତୁମେ ଆସିବା ର
ପଲକ ଆଗରୁ
ମୋ ଜୀବନ ଥିଲା
ନିଆଁରେ ଧୂଆଁ ରେ ଭରା,
ତମ ଆସିବାର
ମୂହୁର୍ତ୍ତ ରେ ଖୁସି
ଆଲୋକେ, ପୁଲକେ
ଭରିଗଲା ସାରା ଧରା ।।
ସୁଭାଷ ଚନ୍ଦ୍ର ଚକ୍ର
ତୁମେ ଆସିବା ର ପଲକ ଆଗରୁ ମୋ ଜୀବନ ଥିଲା ନିଆଁରେ ଧୂଆଁ ରେ ଭରା, ତମ ଆସିବାର ମୂହୁର୍ତ୍ତ ରେ ଖୁସି ଆଲୋକେ, ପୁଲକେ ଭରିଗଲା ସାରା ଧରା ।। Beautiful lyrical poem. Thanks for sharing it.
ତମ ଆସିବାର ମୂହୁର୍ତ୍ତ ରେ ଖୁସି ଆଲୋକେ, ପୁଲକେ ଭରିଗଲା ସାରା ଧରା ।। Great line shared I enjoy this beautiful line
Poet's PagePoemsQuotesCommentsStatsE-BooksBiographySend Message Poems by Subhas Chandra Chakra: 453 / 578 « prev. poem next poem » ତୁମକୁ ଭେଟିବା ପରେ -016 (Tumaku Bhetiba Pare -16 / Odia Poem) - Poem by Subhas Chandra Chakra ତୁମେ ଆସିବା ର ପଲକ ଆଗରୁ ମୋ ଜୀବନ ଥିଲା ନିଆଁରେ ଧୂଆଁ ରେ ଭରା I really enjoy your poem sir10++++++
ତୁମେ ଆସିବା ର ପଲକ ଆଗରୁ ମୋ ଜୀବନ ଥିଲା ନିଆଁରେ ଧୂଆଁ ରେ ଭରା, ତମ ଆସିବାର ମୂହୁର୍ତ୍ତ ରେ ଖୁସି ଆଲୋକେ, ପୁଲକେ ଭରିଗଲା ସାରା ଧରା ।।Thank you so much sir for sharing this type of lyrical poem.
ତମ ଆସିବାର ମୂହୁର୍ତ୍ତ ରେ ଖୁସି ଆଲୋକେ, ପୁଲକେ ଭରିଗଲା ସାରା ଧରା ।। She brings back hopes into your life. Good news. Thanks for the sharing. 10.
This poem has not been translated into any other language yet.
I would like to translate this poem
ତୁମେ ଆସିବା ର ପଲକ ଆଗରୁ ମୋ ଜୀବନ ଥିଲା ନିଆଁରେ ଧୂଆଁ ରେ ଭରା, ତମ ଆସିବାର ମୂହୁର୍ତ୍ତ ରେ ଖୁସି ଆଲୋକେ, ପୁଲକେ ଭରିଗଲା ସାରା ଧରା ।। Beautiful work. Thanks for sharing this great poem.