ତୁମକୁ ଭେଟିବା ପରେ -017 (Tumaku Bhetiba Pare -17 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -017 (Tumaku Bhetiba Pare -17 / Odia Poem)

Rating: 5.0

ପ୍ରତିଦିନ ସକାଳେ ସଂଧ୍ୟାରେ

ତିନି ବେଳା ଆଖିରେ ଆଖିରେ

ଭାସୁଥିଲା ତୁମ ଚାହାଣୀରେ

... ଯେଉଁ ମାଟି, ପାଣି ଓ ପଦନ-


ପ୍ରତି ରାତି କଳା ଅନ୍ଧାରରେ

ତିନି କାଳେ, ମନ ର ଶେଯ ରେ

ଭାରି ଖୁସି ଖୁସି ଥିବା ମନେ

... ଯାହା ସ୍ମୃତି ଥିଲା ମୋ ଜୀବନ-


ପ୍ରତି ମୂହୁର୍ତ୍ତ ର ଦର୍ପଣ ରେ

ତିଳ ତିଳ ଜଳିବା ବେଳା ରେ

ଭାବନା ର ସାରା ଇଲାକା ରେ

... ତୁମ ଛବି ଦେଉଛି ଚୁମ୍ବନ ।।

COMMENTS OF THE POEM
Seema Sharma Rimi 03 October 2016

ପ୍ରତି ମୂହୁର୍ତ୍ତ ର ଦର୍ପଣ ରେ ତିଳ ତିଳ ଜଳିବା ବେଳା ରେ ଭାବନା ର ସାରା ଇଲାକା ରେ ... ତୁମ ଛବି ଦେଉଛି ଚୁମ୍ବନ ।। Beautiful poem filled with passion. Thanks for sharing it.

5 0 Reply
Mayurakshi Ojha 04 December 2017

ପ୍ରତି ମୂହୁର୍ତ୍ତ ର ଦର୍ପଣ ରେ ତିଳ ତିଳ ଜଳିବା ବେଳା ରେ ଭାବନା ର ସାରା ଇଲାକା ରେ ... ତୁମ ଛବି ଦେଉଛି ଚୁମ୍ବନ ।। Good writing. Thanks for sharing it 10++++ for it. Eva

0 0 Reply
Mayurakshi Ojha 04 December 2017

ପ୍ରତି ମୂହୁର୍ତ୍ତ ର ଦର୍ପଣ ରେ ତିଳ ତିଳ ଜଳିବା ବେଳା ରେ ଭାବନା ର ସାରା ଇଲାକା ରେ ... ତୁମ ଛବି ଦେଉଛି ଚୁମ୍ବନ ।। Good writing. Thanks for sharing it 10+++

0 0 Reply
Anita Aparajita Das 02 November 2017

ତିଳ ତିଳ ଜଳିବା ବେଳା ରେ ଭାବନା ର ସାରା ଇଲାକା ରେ ... ତୁମ ଛବି ଦେଉଛି ଚୁମ୍ବନ ।। Wow, eros wets every word. 10+++ for it.

1 0 Reply
Sabita Sahoo 21 August 2017

ପ୍ରତି ମୂହୁର୍ତ୍ତ ର ଦର୍ପଣ ରେ ତିଳ ତିଳ ଜଳିବା ବେଳା ରେ ଭାବନା ର ସାରା ଇଲାକା ରେ ... ତୁମ ଛବି ଦେଉଛି ଚୁମ୍ବନ ।। Who is Prativa? Is it a poem addressed to her? However it is a lovely one. 10 for it.

2 0 Reply
Anita Aparajita Das 05 October 2016

ପ୍ରତି ମୂହୁର୍ତ୍ତ ର ଦର୍ପଣ ରେ ତିଳ ତିଳ ଜଳିବା ବେଳା ରେ ଭାବନା ର ସାରା ଇଲାକା ରେ ... ତୁମ ଛବି ଦେଉଛି ଚୁମ୍ବନ ।। Good writing. Thanks for sharing it.

5 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success