ଚିହ୍ନା ଚିହ୍ନା ଆଖିପତା ତଳେ -02 (Chinha Chinha Akhi Pata Tale - 02/ Odia Poem) Poem by Subhas Chandra Chakra

ଚିହ୍ନା ଚିହ୍ନା ଆଖିପତା ତଳେ -02 (Chinha Chinha Akhi Pata Tale - 02/ Odia Poem)

Rating: 5.0

ଥରୁଟିଏ

ତମ ଆଖି ସାଥେ

ମୋ ଆଖି ମିଶି ଗଲା ପରେ,

ମୁଁ ନିଜକୁ

ମାପି ଶିଖିଲି ।


ତଉଲିଲି

ମୋର ସାରା ଆକାଶ କୁ,

ଆକାର ର କେନ୍ଦ୍ର, ପରିଧି କୁ ।।


ପାଲଟିଲି

ମାନଚିତ୍ର ଟିଏ

ତମ ଆଖି-

ଭୂଗୋଳ ବହି ରେ ।।।

Wednesday, February 21, 2018
Topic(s) of this poem: eyes,love and dreams
COMMENTS OF THE POEM
Sanjukta Sahoo 21 February 2018

ତଉଲିଲି ମୋର ସାରା ଆକାଶ କୁ, ଆକାର ର କେନ୍ଦ୍ର, ପରିଧି କୁ । Great writing, lovely theme. Liked it. Thanks for the poem. 10

1 0 Reply
Sanjukta Sahoo 21 February 2018

ତଉଲିଲି ମୋର ସାରା ଆକାଶ କୁ, ଆକାର ର କେନ୍ଦ୍ର, ପରିଧି କୁ । Great writing, lovely theme. Liked it. Thanks for the poem.

1 0 Reply
Prativa Rani 21 February 2018

ପାଲଟିଲି ମାନଚିତ୍ର ଟିଏ ତମ ଆଖି- ଭୂଗୋଳ ବହି ରେ ।।। Beautiful analogy Sir. 10+++

1 0 Reply
Prativa Rani 21 February 2018

ପାଲଟିଲି ମାନଚିତ୍ର ଟିଏ ତମ ଆଖି- ଭୂଗୋଳ ବହି ରେ ।।। Beautiful analogy Sir.

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success