ଅଧା ଅଧା ସବୁ କିଛି ଆମ - 02 (Incompleteness - 02/Odia Poem) Poem by Subhas Chandra Chakra

ଅଧା ଅଧା ସବୁ କିଛି ଆମ - 02 (Incompleteness - 02/Odia Poem)

ଆଜି ଆମେ
ଦୂରେ ଦୂରେ
ସମୟ ର ସାଗର ବେଳା ରେ,

କାଲି ଥିଲେ
ଆପଣା ର
ପାଶେ ପାଶେ, ଦେହ ରେ, ମନ ରେ।

COMMENTS OF THE POEM
Kumarmani Mahakul 19 March 2018

ପ୍ରେମ କେତେବେଳେ ନିବିଡ଼ ହୁଏତ କେତେବେଳେ ସମୟର ସାଗର ବେଳାରେ ବିଭାଜିତ ହୁଏ. ତାତ୍ପର୍ଯ୍ୟପୂର୍ଣ ଓ ହ୍ରୁଦୟସ୍ପର୍ଶୀ କବିତାଟିଏ ସୁନ୍ଦର ଭାବରେ ପୈଠ କରିଛନ୍ତି. ଧନ୍ୟବାଦ୍. ( Beautiful poem on love shared hauntingly. Thanks for sharing.

3 0 Reply
Kumarmani Mahakul 19 March 2018

ପ୍ରେମ କେତେବେଳେ ନିବିଡ଼ ହୁଏତ କେତେବେଳେ ସମୟର ସାଗର ବେଳାରେ ବିଭାଜିତ ହୁଏ. ତାତ୍ପର୍ଯ୍ୟପୂର୍ଣ ଓ ହ୍ରୁଦୟସ୍ପର୍ଶୀ କବିତାଟିଏ ସୁନ୍ଦର ଭାବରେ ପୈଠ କରିଛନ୍ତି. ଧନ୍ୟବାଦ୍. ( Beautiful poem on love shared hauntingly. Thanks for sharing.

3 0 Reply
Gajanan Mishra 19 March 2018

great write, deep love, it is the truth of time

2 0 Reply
Prativa Rani 21 March 2018

କାଲି ଥିଲେ ଆପଣା ର ପାଶେ ପାଶେ, ଦେହ ରେ, ମନ ରେ A beautiful short poem that so well describes intimacy that led to imperfection. Thanks.

2 0 Reply
Sabita Sahoo 01 April 2018

ଆଜି ଆମେ ଦୂରେ ଦୂରେ ସମୟ ର ସାଗର ବେଳା ରେ, କାଲି ଥିଲେ ଆପଣା ର ପାଶେ ପାଶେ, ଦେହ ରେ, ମନ ରେ। A short poem that so well describes intimacy that led to imperfection. Thanks for the sharing. 10+++++++++++++++

0 0 Reply
Sabita Sahoo 01 April 2018

ଆଜି ଆମେ ଦୂରେ ଦୂରେ ସମୟ ର ସାଗର ବେଳା ରେ, କାଲି ଥିଲେ ଆପଣା ର ପାଶେ ପାଶେ, ଦେହ ରେ, ମନ ରେ। A short poem that so well describes intimacy that led to imperfection. Thanks for the sharing.

0 0 Reply
Seema Sharma Rimi 01 April 2018

କାଲି ଥିଲେ ଆପଣା ର ପାଶେ ପାଶେ, ଦେହ ରେ, ମନ ରେ। A beautiful poem that takes an emotional bath in love. 10+++

0 0 Reply
Seema Sharma Rimi 01 April 2018

କାଲି ଥିଲେ ଆପଣା ର ପାଶେ ପାଶେ, ଦେହ ରେ, ମନ ରେ। A beautiful poem that takes an emotional bath in love.

0 0 Reply
Prativa Rani 21 March 2018

କାଲି ଥିଲେ ଆପଣା ର ପାଶେ ପାଶେ, ଦେହ ରେ, ମନ ରେ A beautiful short poem that so well describes intimacy that led to imperfection. Thanks. 10+++++++++

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success