ତୁମକୁ ଭେଟିବା ପରେ -022 (Tumaku Bhetiba Pare -22 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -022 (Tumaku Bhetiba Pare -22 / Odia Poem)

Rating: 5.0

ଆଜି ତମ ଆବେଗ ର

ଆଭାସ ପାଇଲି,

ବ୍ୟଗ୍ରତା ର ଡଗ ଡଗ ପାଦେ

ତମେ ଯେବେ ଆସୁଥିଲ

ଦୂରରୁ ପାଖକୁ, ଆହୁରି ଆହୁରି ।।



ପବନର ରିମ୍ ଝିମ୍ ସ୍ବର

ତୁମ ଚଳ ଚଞ୍ଚଳ ପାଦ ରେ

ବାନ୍ଧିଥିଲା ଖୁସିର ନୂପୁର -



ତୁମ ରୁଦ୍ଧ ଶ୍ବାସ ଏ ଦୌଡ଼ ରେ

ଆଜି ମୁଁ ତ ଥିଲି ମୁକ ସାକ୍ଷୀ


ତୁମ କେଶ ଲହଡ଼ି ରେ

ଆଖି ମୋର ରହି ଥିଲା ଲାଖି ।।

COMMENTS OF THE POEM
Sabita Sahoo 05 December 2016

ତୁମ ରୁଦ୍ଧ ଶ୍ବାସ ଏ ଦୌଡ଼ ରେ ଆଜି ମୁଁ ତ ଥିଲି ମୁକ ସାକ୍ଷୀ ତୁମ କେଶ ଲହଡ଼ି ରେ ଆଖି ମୋର ରହି ଥିଲା ଲାଖି ।। Thank you poet for the share..10 marks.

1 0 Reply
Subhas Chandra Chakra 14 November 2017

Thanks Sabita mam for the wise and kind remarks on the poem

0 0
Anita Aparajita Das 16 November 2016

Beautifully penned poem. Keep it up. Thanks.10 for it.

1 0 Reply
Subhas Chandra Chakra 14 November 2017

Thanks Neetu dear for the wise and kind remarks on the poem

0 0
Seema Sharma Rimi 02 October 2016

ପବନର ରିମ୍ ଝିମ୍ ସ୍ବର ତୁମ ଚଳ ଚଞ୍ଚଳ ପାଦ ରେ ବାନ୍ଧିଥିଲା ଖୁସିର ନୂପୁର - Beautiful description of her eagerness to meet you. Thanks for sharing.10 for it.

2 0 Reply
Subhas Chandra Chakra 14 November 2017

Thanks Rini dear for the wise and kind remarks on the poem

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success