ତୁମକୁ ଭେଟିବା ପରେ -024 (Tumaku Bhetiba Pare -24 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -024 (Tumaku Bhetiba Pare -24 / Odia Poem)

Rating: 5.0

ସାଥୀ ହୋଇ ଚାଲିବା ର

ସାଥୀ ହୋଇ ବୁଲିବା ର

ଆଜି ଥିଲା ମିଳିବାକୁ ପହିଲି ସ୍ବୀକୃତି -


ଘର ଲୋକ, ପର ଲୋକ

ନିଜ ଲୋକ, ପାଖ ଲୋକ

ସଭିଙ୍କ ମେଳ ରେ, ଆମ ପହିଲି ସମ୍ପୃକ୍ତି!


ଆଜି ମୋତେ କେମିତିକା

ପାଶେ ଥାଇ, ଏକା ଏକା -

ଲାଗୁଥିଲା ସତେ ଅବା କାଚ ଘରେ ଅଛି!



ତମକୁ ଦେଖି ପାରୁଛି

ତମକୁ ଶୁଣି ପାରୁଛି

ହେଲେ, ତୁମ ସାଥେ ମୋର ଅପଡ଼ ପଡ଼ିଛି! !

COMMENTS OF THE POEM
Biswa Ranjan Nayak 12 October 2017

ତମକୁ ଦେଖି ପାରୁଛି ତମକୁ ଶୁଣି ପାରୁଛି ହେଲେ, ତୁମ ସାଥେ ମୋର ଅପଡ଼ ପଡ଼ିଛି! ! Nice poem.

1 0 Reply
Subhas Chandra Chakra 14 November 2017

Thanks Biswa for the wise and kind remarks on the poem

0 0
Alina Kaikeyi 12 October 2017

ତମକୁ ଦେଖି ପାରୁଛି ତମକୁ ଶୁଣି ପାରୁଛି ହେଲେ, ତୁମ ସାଥେ ମୋର ଅପଡ଼ ପଡ଼ିଛି! ! Nice poem,10++

1 0 Reply
Subhas Chandra Chakra 14 November 2017

Thanks Alina for the wise and kind remarks on the poem

0 0
Sabita Sahoo 05 December 2016

ତମକୁ ଦେଖି ପାରୁଛି ତମକୁ ଶୁଣି ପାରୁଛି ହେଲେ, ତୁମ ସାଥେ ମୋର ଅପଡ଼ ପଡ଼ିଛି! ! Beautiful expression. A nice poem indeed.

2 0 Reply
Subhas Chandra Chakra 14 November 2017

Thanks Sabita mam for the wise and kind remarks on the poem

0 0
Anita Aparajita Das 16 November 2016

ଆଜି ମୋତେ କେମିତିକା ପାଶେ ଥାଇ, ଏକା ଏକା - ଲାଗୁଥିଲା ସତେ ଅବା କାଚ ଘରେ ଅଛି! ତମକୁ ଦେଖି ପାରୁଛି ତମକୁ ଶୁଣି ପାରୁଛି ହେଲେ, ତୁମ ସାଥେ ମୋର ଅପଡ଼ ପଡ଼ିଛି! !

2 0 Reply
Subhas Chandra Chakra 14 November 2017

Thanks Anita for the wise and kind remarks on the poem

0 0
Seema Sharma Rimi 02 October 2016

ଘର ଲୋକ, ପର ଲୋକ ନିଜ ଲୋକ, ପାଖ ଲୋକ ସଭିଙ୍କ ମେଳ ରେ, ଆମ ପହିଲି ସମ୍ପୃକ୍ତି! ଆଜି ମୋତେ କେମିତିକା ପାଶେ ଥାଇ, ଏକା ଏକା - ଲାଗୁଥିଲା ସତେ ଅବା କାଚ ଘରେ ଅଛି Wow. Beautiful poem in odia. Thanks for this nicely written poem.

1 0 Reply
Subhas Chandra Chakra 14 November 2017

Thanks dear Seema for the wise and kind remarks on the poem

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success