ତୁମକୁ ଭେଟିବା ପରେ -025 (Tumaku Bhetiba Pare -25 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -025 (Tumaku Bhetiba Pare -25 / Odia Poem)

Rating: 5.0

ବେଳେ ବେଳେ ଆକାଶରେ

ଜହ୍ନ ଥାଏ, ପୁନେଇଁ ରେ

ହେଲେ, ରାତି ରାସ୍ତାତକ ଅନ୍ଧାରିଆ ଥାଏ ।


ସେମିତି ପ୍ରିୟା ର ଘରେ

ପ୍ରିୟା ଥାଏ, ପାଖ ଘରେ,

କଥା ଟିକେ ହେବା ଲାଗି ଡର ଲାଗୁଥାଏ ।।


ଜୀବନରେ ଏମିତିକା

ଚାଲିବା ରେ ଏକା ଏକା

ଯେତିକି ପାରିଲା ପଣ ଲୋଡା ଆମ ପାଇଁ -


ସେତିକି ଦମ୍ଭ ମୋ' ଠାରେ

ତୁମକୁ ପାଇଲା ପରେ

ପାଇଗଲି ଅବଶିଷ୍ଟ ପରମାୟୁ ପାଇଁ ।।

COMMENTS OF THE POEM
Biswa Ranjan Nayak 12 October 2017

ଜୀବନରେ ଏମିତିକା ଚାଲିବା ରେ ଏକା ଏକା ଯେତିକି ପାରିଲା ପଣ ଲୋଡା ଆମ ପାଇଁ - Nice, lovely poem.

0 0 Reply
Alina Kaikeyi 12 October 2017

ସେତିକି ଦମ୍ଭ ମୋ' ଠାରେ ତୁମକୁ ପାଇଲା ପରେ ପାଇଗଲି ଅବଶିଷ୍ଟ ପରମାୟୁ ପାଇଁ ।। Lovely, great poem. 10+++

1 0 Reply
Sabita Sahoo 05 December 2016

ବେଳେ ବେଳେ ଆକାଶରେ ଜହ୍ନ ଥାଏ, ପୁନେଇଁ ରେ ହେଲେ, ରାତି ରାସ୍ତାତକ ଅନ୍ଧାରିଆ ଥାଏ । ସେମିତି ପ୍ରିୟା ର ଘରେ ପ୍ରିୟା ଥାଏ, ପାଖ ଘରେ, କଥା ଟିକେ ହେବା ଲାଗି ଡର ଲାଗୁଥାଏ ।। What a lyrical composition!

2 0 Reply
Anita Aparajita Das 16 November 2016

ସେମିତି ପ୍ରିୟା ର ଘରେ ପ୍ରିୟା ଥାଏ, ପାଖ ଘରେ, କଥା ଟିକେ ହେବା ଲାଗି ଡର ଲାଗୁଥାଏ ।। Beautiful poem.

2 0 Reply
Seema Sharma Rimi 02 October 2016

ବେଳେ ବେଳେ ଆକାଶରେ ଜହ୍ନ ଥାଏ, ପୁନେଇଁ ରେ ହେଲେ, ରାତି ରାସ୍ତାତକ ଅନ୍ଧାରିଆ ଥାଏ । ସେମିତି ପ୍ରିୟା ର ଘରେ ପ୍ରିୟା ଥାଏ, ପାଖ ଘରେ, କଥା ଟିକେ ହେବା ଲାଗି ଡର ଲାଗୁଥାଏ ।। I feel it is my experience. Thanks for describing real feelings so minutely.

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success