ତୁମକୁ ଭେଟିବା ପରେ -026 (Tumaku Bhetiba Pare -26 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -026 (Tumaku Bhetiba Pare -26 / Odia Poem)

Rating: 5.0

ପୁଣି ମୋତେ

ଫେରିବା କୁ ହେଲା,

ସେଇ ଏକା ଗୋଟିଏ ରାସ୍ତାରେ,


ସେଇ ଏକା ନିଃସଙ୍ଗ ଓ ଶୂନ ଶାନ

ତୁମ ଥିବା ସତ୍ତ୍ବେ

ତୁମେ ନ ଥିବା ର ବାର୍ତ୍ତା ଦେଉଥିବା

ଗୋଡ଼ି, ମାଟି, କଳା ପିଚୁ ରାସ୍ତା -


ତମ ଘର ଆଗ ଗଛ ସବୁ

ନିଛାଟିଆ ପୋଖରୀ ର ତୁଠ

ସବୁ ସବୁ ଛାଡ଼ି ଚାଲି ଆସୁଥିବା

ହାଟ, ବାଟ, ଛକ ଓ ଦୋକାନ -

ଠାର ରେ ଜଣାଉଥିଲେ

ସତେ ଅବା ତୁମ ତରଫରୁ

ଟିକି ଶିଶୁ ହାତ ର ବିଦାୟ! !

COMMENTS OF THE POEM
Seema Sharma Rimi 02 October 2016

ତୁମ ଥିବା ସତ୍ତ୍ବେ ତୁମେ ନ ଥିବା ର ବାର୍ତ୍ତା ଦେଉଥିବା ଗୋଡ଼ି, ମାଟି, କଳା ପିଚୁ ରାସ୍ତା - ତମ ଘର ଆଗ ଗଛ ସବୁ ନିଛାଟିଆ ପୋଖରୀ ର ତୁଠ ସବୁ ସବୁ ଛାଡ଼ି ଚାଲି ଆସୁଥିବା ହାଟ, ବାଟ, ଛକ ଓ ଦୋକାନ - Gives a deep sense of tragic separation. Keeping away from the beloved is really painful. Thanks for this poem.10 for it.

7 0 Reply
Ranjan Kumar Ghosh 11 December 2017

ଗୋଡ଼ି, ମାଟି, କଳା ପିଚୁ ରାସ୍ତା -thanks sir lovely poem shade 10+++++

0 0 Reply
Biswa Ranjan Nayak 12 October 2017

ହାଟ, ବାଟ, ଛକ ଓ ଦୋକାନ - ଠାର ରେ ଜଣାଉଥିଲେ ସତେ ଅବା ତୁମ ତରଫରୁ ଟିକି ଶିଶୁ ହାତ ର ବିଦାୟ! ! Lovely poem.

0 0 Reply
Alina Kaikeyi 12 October 2017

ସବୁ ସବୁ ଛାଡ଼ି ଚାଲି ଆସୁଥିବା ହାଟ, ବାଟ, ଛକ ଓ ଦୋକାନ - ଠାର ରେ ଜଣାଉଥିଲେ ସତେ ଅବା ତୁମ ତରଫରୁ ଟିକି ଶିଶୁ ହାତ ର ବିଦାୟ! ! Lovely poem, thanks for the sharing. 10++

0 0 Reply
Sabita Sahoo 05 December 2016

ସେଇ ଏକା ନିଃସଙ୍ଗ ଓ ଶୂନ ଶାନ ତୁମ ଥିବା ସତ୍ତ୍ବେ ତୁମେ ନ ଥିବା ର ବାର୍ତ୍ତା ଦେଉଥିବା ଗୋଡ଼ି, ମାଟି, କଳା ପିଚୁ ରାସ୍ତା - ତମ ଘର ଆଗ ଗଛ ସବୁ ନିଛାଟିଆ ପୋଖରୀ ର ତୁଠ ସବୁ ସବୁ ଛାଡ଼ି ଚାଲି ଆସୁଥିବା ହାଟ, ବାଟ, ଛକ ଓ ଦୋକାନ - ଠାର ରେ ଜଣାଉଥିଲେ ସତେ ଅବା ତୁମ ତରଫରୁ ଟିକି ଶିଶୁ ହାତ ର ବିଦାୟ! ! Highly sweet and pleasant poem.

2 0 Reply
Anita Aparajita Das 16 November 2016

ସେଇ ଏକା ନିଃସଙ୍ଗ ଓ ଶୂନ ଶାନ ତୁମ ଥିବା ସତ୍ତ୍ବେ ତୁମେ ନ ଥିବା ର ବାର୍ତ୍ତା ଦେଉଥିବା ଗୋଡ଼ି, ମାଟି, କଳା ପିଚୁ ରାସ୍ତା - Beautiful description. Thanks for sharing it.

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success