ତୁମକୁ ଭେଟିବା ପରେ -027 (Tumaku Bhetiba Pare -27 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -027 (Tumaku Bhetiba Pare -27 / Odia Poem)

Rating: 5.0

ଯେଉଁ ରାସ୍ତା

କିଛି କ୍ଷଣ ଆଗୁଁ

ଲାଗୁଥିଲା ଏତେ ଭରା ଭରା

ମେଲିଥିଲା ସପନ ପସରା -

ତମ ଥିବାବେଳେ


ଏବେ ସେଇ ସବୁକିଛି

ଲାଗୁଥିଲା ମରୁବାଲି

ରାତି ପରି ଶୂନ୍ ଶାନ.

ଶ୍ମଶାନ ନୀରବ!

ଖାଁ ଖାଁ, ନିର୍ଜୀବ, ଅଜବ! !

COMMENTS OF THE POEM
Sonali Parida 15 November 2017

ଏବେ ସେଇ ସବୁକିଛି ଲାଗୁଥିଲା ମରୁବାଲି ରାତି ପରି ଶୂନ୍ ଶାନ. ଶ୍ମଶାନ ନୀରବ! ଖାଁ ଖାଁ, ନିର୍ଜୀବ, ଅଜବ! ! No life in the world without her. Nice work.

0 0 Reply
Anita Aparajita Das 03 January 2017

ଏବେ ସେଇ ସବୁକିଛି ଲାଗୁଥିଲା ମରୁବାଲି ରାତି ପରି ଶୂନ୍ ଶାନ. ଶ୍ମଶାନ ନୀରବ! ଖାଁ ଖାଁ, ନିର୍ଜୀବ, ଅଜବ! ! Wow. Thanks for the sharing.

2 0 Reply
Sabita Sahoo 03 January 2017

Enjoyed reading this lovely poem.

1 0 Reply
Seema Sharma Rimi 02 October 2016

ଏବେ ସେଇ ସବୁକିଛି ଲାଗୁଥିଲା ମରୁବାଲି ରାତି ପରି ଶୂନ୍ ଶାନ. ଶ୍ମଶାନ ନୀରବ! ଖାଁ ଖାଁ, ନିର୍ଜୀବ, ଅଜବ! ! No life in the world without her. Nice work.

5 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success