ତମେ କ'ଣ
ମୋ'ର ସେଇ
ପିଲାବେଳ ସପନ ର
ଟିକି ନୀଳ ପରୀ?
ଯିଏ ଆସୁଥିଲେ ଆଣୁଥିଲା
ଫୁଲ, ଫଳ, କୂହୁତାନ,
ବାଦଲ, ଜୋଛନା!
ଆଉ ଯିଏ
ଲୁଚି ଗଲେ ଥରେ
ଜୀବନରୁ ହଜି ଯାଉଥିଲା
ଆଶା ଆଉ ଆଲୋକ ର
ବିଭୋର ମୂର୍ଛନା ।
କୁହ ପ୍ରିୟତମା!
କୁହ ମୋ'ର ଟିକି ରାଜ ଜେମା? ?
ଆଉ ଯିଏ ଲୁଚି ଗଲେ ଥରେ ଜୀବନରୁ ହଜି ଯାଉଥିଲା ଆଶା ଆଉ ଆଲୋକ ର ବିଭୋର ମୂର୍ଛନା । କୁହ ପ୍ରିୟତମା! କୁହ ମୋ'ର ଟିକି ରାଜ ଜେମା? ? Thanks for this love lorn poem.
ଯିଏ ଆସୁଥିଲେ ଆଣୁଥିଲା ଫୁଲ, ଫଳ, କୂହୁତାନ, ବାଦଲ, ଜୋଛନା! ଆଉ ଯିଏ ଲୁଚି ଗଲେ ଥରେ ଜୀବନରୁ ହଜି ଯାଉଥିଲା ଆଶା ଆଉ ଆଲୋକ ର ବିଭୋର ମୂର୍ଛନା । Thanks for the poem.
ଯିଏ ଆସୁଥିଲେ ଆଣୁଥିଲା ଫୁଲ, ଫଳ, କୂହୁତାନ, ବାଦଲ, ଜୋଛନା! ଆଉ ଯିଏ ଲୁଚି ଗଲେ ଥରେ ଜୀବନରୁ ହଜି ଯାଉଥିଲା ଆଶା ଆଉ ଆଲୋକ ର ବିଭୋର ମୂର୍ଛନା । A great poem of love for the childhood well described simultaneously. Thanks for the nice poem.10 for it.
This poem has not been translated into any other language yet.
I would like to translate this poem
ଆଉ ଯିଏ ଲୁଚି ଗଲେ ଥରେ ଜୀବନରୁ ହଜି ଯାଉଥିଲା ଆଶା ଆଉ ଆଲୋକ ର ବିଭୋର ମୂର୍ଛନା । A great poem of love for the childhood well described simultaneously. Thanks for the nice poem.10 for it.