ଆମ ଆଖି ଅପହଞ୍ଚ
ସୀମା ର ସେ ପାଖୁ
ଆସିଥିବା
ଆମ ପରି
ଆଉ ଜଣେ ପାଇଁ
ଆମର ତ ହୃଦୟ ରେ
ଚେନାଏ ବି ଭୂଇଁ
ଖୋଲା ନାହିଁ ।।
ସବୁ ଖାଲି ସଂରକ୍ଷିତ,
ନିର୍ଦ୍ଧାରିତ ନଇବେଦ୍ୟ,
ପୂଜା ଡାଲା,
ଫୁଲ ଆଉ ଧୂପ ର ସାମଗ୍ରୀ,
ନିର୍ଦ୍ଧାରିତ ଦେବତା ଙ୍କ ପାଇଁ,
ନିର୍ଦ୍ଧାରିତ ମନ୍ତ୍ର, ଛନ୍ଦ,
ଭକ୍ତିପୂତ-
ନିର୍ଦ୍ଧିଷ୍ଟ ମୁଦ୍ରା ରେ ।।
ନିର୍ଦ୍ଧାରିତ ଦେବତା ଙ୍କ ପାଇଁ, ନିର୍ଦ୍ଧାରିତ ମନ୍ତ୍ର, ଛନ୍ଦ, ଭକ୍ତିପୂତ- ନିର୍ଦ୍ଧିଷ୍ଟ ମୁଦ୍ରା ରେ ।। Yes everything is reserved. No liberated thoughts now.
ଆମ ପରି ଆଉ ଜଣେ ପାଇଁ ଆମର ତ ହୃଦୟ ରେ ଚେନାଏ ବି ଭୂଇଁ ଖୋଲା ନାହିଁ ।। Lovely writing. Thanks Sir for the sharing. 10+++ for it.
ଆମ ପରି ଆଉ ଜଣେ ପାଇଁ ଆମର ତ ହୃଦୟ ରେ ଚେନାଏ ବି ଭୂଇଁ ଖୋଲା ନାହିଁ ।। Lovely writing. Thanks Sir for the sharing.
This poem has not been translated into any other language yet.
I would like to translate this poem
ନିର୍ଦ୍ଧାରିତ ଦେବତା ଙ୍କ ପାଇଁ, ନିର୍ଦ୍ଧାରିତ ମନ୍ତ୍ର, ଛନ୍ଦ, ଭକ୍ତିପୂତ- ନିର୍ଦ୍ଧିଷ୍ଟ ମୁଦ୍ରା ରେ ।। Yes everything is reserved. No liberated thoughts now. 10+++++