ତମେ ସ୍ବପ୍ନ ଦେଖୁଥାନ୍ତ
ମଥା ଥାପି ମୋ ଛାତିରେ
ଆଖି ରଖି ଦୂର ଚକ୍ରବାଳେ
ସେଇ ଦୂରେ, ଝରକା ସେ ପାରେ
ଯେଉଁ ଠାରେ
ଆକାଶ ଚୁମୁଛି ମାଟି -
ଗୋଲାପି ଓଠରେ ।
ଓଠ ଯୋଡ଼ି ଦେଇ ତମେ
ମୋ କାନ ରେ
ଧୀରେ ଧୀରେ କହୁଥାନ୍ତ
' ଶୁଭ ବଡ଼ ଦିନ! '
ଭରି ଦେଇ
ନୀଳ ଶିହରଣ
ମୋ ଦେହର ସାରା ଉପତ୍ୟକା
ମନ, ପ୍ରାଣ, ଆତ୍ମା ଉପବନ! !
ଯେଉଁ ଠାରେ ଆକାଶ ଚୁମୁଛି ମାଟି - ଗୋଲାପି ଓଠରେ । ଓଠ ଯୋଡ଼ି ଦେଇ ତମେ ମୋ କାନ ରେ ଧୀରେ ଧୀରେ କହୁଥାନ୍ତ ' ଶୁଭ ବଡ଼ ଦିନ! ' Thanks for it.
ତମେ ସ୍ବପ୍ନ ଦେଖୁଥାନ୍ତ ମଥା ଥାପି ମୋ ଛାତିରେ ଆଖି ରଖି ଦୂର ଚକ୍ରବାଳେ ସେଇ ଦୂରେ, ଝରକା ସେ ପାରେ ଯେଉଁ ଠାରେ ଆକାଶ ଚୁମୁଛି ମାଟି - ଗୋଲାପି ଓଠରେ ।
ଓଠ ଯୋଡ଼ି ଦେଇ ତମେ ମୋ କାନ ରେ ଧୀରେ ଧୀରେ କହୁଥାନ୍ତ ' ଶୁଭ ବଡ଼ ଦିନ! ' Thanks dear poet for this lovely one.
This poem has not been translated into any other language yet.
I would like to translate this poem
ଓଠ ଯୋଡ଼ି ଦେଇ ତମେ ମୋ କାନ ରେ ଧୀରେ ଧୀରେ କହୁଥାନ୍ତ ' ଶୁଭ ବଡ଼ ଦିନ! ' Thanks dear poet 10++++