କି ଲାଭ ପାଅ ଯେ ତମେ
ମୋ ଭିତରେ
ଜ୍ବାଳା ଭରି ଦେଇ?
ମୋ ଭିତର
ରୁଦ୍ଧ କୋଠରୀରେ
ଏବେ ଖାଲି ତୁମ ଛବି ଭର୍ତ୍ତି
ଏ କଥା ତ ତମେ ଜାଣ
ଖୁବ୍ ଭଲ କରି!
ତଥାପି କାହିଁକି ଭଲା
ମୋ ଛାତିକୁ ଜଳାଇବା
ତୁମ ପାଇଁ ଗୋଟେ
ମଉଜିଆ ଖେଳ ପାଲଟିଛି,
ଯେତିକି ଭାବୁଛି ଏବେ
ତୁମେ ମୋର ମୋର -
ସେତିକି ସେତିକି ତମେ
ଆଜିକାଲି ଯାଉଚ ଦୂରେଇ!
ମୋ ଆଖିଠୁ
ରହୁଛ ଛଡେଇ ହୋଇ! !
ତମରି ଇଲାକା ବୋଲି
ଚିତ୍ର ଟିଏ ଉଠାଇବା
ଖୁସିରେ ଖୁସିରେ -
ସତେ କ'ଣ
ମୋ କପାଳେ ନାହିଁ? ?
ତଥାପି କାହିଁକି ଭଲା ମୋ ଛାତିକୁ ଜଳାଇବା ତୁମ ପାଇଁ ଗୋଟେ ମଉଜିଆ ଖେଳ ପାଲଟିଛି, ଯେତିକି ଭାବୁଛି ଏବେ ତୁମେ ମୋର ମୋର - ସେତିକି ସେତିକି ତମେ ଆଜିକାଲି ଯାଉଚ ଦୂରେଇ! ମୋ ଆଖିଠୁ ରହୁଛ ଛଡେଇ ହୋଇ! ! Beutifully lyrical poem. Thanks for it.
ଯେତିକି ଭାବୁଛି ଏବେ ତୁମେ ମୋର ମୋର - ସେତିକି ସେତିକି ତମେ ଆଜିକାଲି ଯାଉଚ ଦୂରେଇ! Beautiful. Great little poem shared with us. 10+++++ Eva
ଯେତିକି ଭାବୁଛି ଏବେ ତୁମେ ମୋର ମୋର - ସେତିକି ସେତିକି ତମେ ଆଜିକାଲି ଯାଉଚ ଦୂରେଇ! Beautiful. Great little poem shared with us. 10+++++
ତଥାପି କାହିଁକି ଭଲା ମୋ ଛାତିକୁ ଜଳାଇବା ତୁମ ପାଇଁ ଗୋଟେ ମଉଜିଆ ଖେଳ ପାଲଟିଛି, ଯେତିକି ଭାବୁଛି ଏବେ ତୁମେ ମୋର ମୋର - ସେତିକି ସେତିକି ତମେ ଆଜିକାଲି ଯାଉଚ ଦୂରେଇ! Beautiful. Great little poem
ମୋ ଭିତର ରୁଦ୍ଧ କୋଠରୀରେ ଏବେ ଖାଲି ତୁମ ଛବି ଭର୍ତ୍ତି ଏ କଥା ତ ତମେ ଜାଣ ଖୁବ୍ ଭଲ କରି! ତଥାପି କାହିଁକି ଭଲା ମୋ ଛାତିକୁ ଜଳାଇବା ତୁମ ପାଇଁ ଗୋଟେ ମଉଜିଆ ଖେଳ ପାଲଟିଛି, ଯେତିକି ଭାବୁଛି ଏବେ ତୁମେ ମୋର ମୋର - ସେତିକି ସେତିକି ତମେ ଆଜିକାଲି ଯାଉଚ ଦୂରେଇ! Beautiful. Great little poem.
This poem has not been translated into any other language yet.
I would like to translate this poem
ମୋ ଆଖିଠୁ ରହୁଛ ଛଡେଇ ହୋଇ! ! ତମରି ଇଲାକା ବୋଲି ଚିତ୍ର ଟିଏ ଉଠାଇବା ଖୁସିରେ ଖୁସିରେ - ସତେ କ'ଣ ମୋ କପାଳେ ନାହିଁ? ? Thanks for this lovely poem.