ବିରହ ର ବର୍ଣମାଳା: 04- ସ୍ମୃତି ର ପଞ୍ଜୁରୀ Poem by Subhas Chandra Chakra

ବିରହ ର ବର୍ଣମାଳା: 04- ସ୍ମୃତି ର ପଞ୍ଜୁରୀ

Rating: 5.0

ପ୍ରିୟା ମୋର

ବନ୍ଦୀ ତମେ

ମୋ ଇଚ୍ଛା ଓ ଆବେଗ ରେ

ଅହରହ ନିୟନ୍ତ୍ରିତ

ନିବୁଜ ଏ ମନ କୋଠରୀ ରେ ।



ମୋ ଅତୀତ

ଅସ୍ପଷ୍ଟତା ବାଡ ଘେରା,

ଧୂଆଁଳିଆ ରୂପ ପ୍ରତିରୂପମୟ

ମାଟି ରୁ ଆକାଶେ ।।



ମୋ ସ୍ମୃତି ର

ସୀମା ସରହଦେ-

ସ୍ଥାଣୁ ଓ ସୀମିତ।।

ବିରହ ର ବର୍ଣମାଳା: 04- ସ୍ମୃତି ର ପଞ୍ଜୁରୀ
Wednesday, December 13, 2017
Topic(s) of this poem: longing,memories
COMMENTS OF THE POEM
Monalisa Jena 13 December 2017

ମୋ ଅତୀତ ଅସ୍ପଷ୍ଟତା ବାଡ ଘେରା, ଧୂଆଁଳିଆ ରୂପ ପ୍ରତିରୂପମୟ ମାଟି ରୁ ଆକାଶେ ।। Lovely, superb poem. Thanks for the sharing.

1 0 Reply
Subhas Chandra Chakra 02 January 2018

Thank you dear Mona for the beautiful words of encouragement.

0 0
Subhas Chandra Chakra 02 January 2018

Thanks Mona, thank you for the beautiful words of encouragement.

0 0
Monalisa Jena 13 December 2017

ମୋ ଅତୀତ ଅସ୍ପଷ୍ଟତା ବାଡ ଘେରା, ଧୂଆଁଳିଆ ରୂପ ପ୍ରତିରୂପମୟ ମାଟି ରୁ ଆକାଶେ ।। Lovely, superb poem. Thanks for the sharing. 10+++ Monalisa

1 0 Reply
Paresh Chakra 12 December 2018

You are great poet it is a very interesting odia poem Thanks for sharing this poem 10+++++++++++

0 0 Reply
Rajendra Rout 07 March 2018

ପ୍ରିୟା ମୋର ବନ୍ଦୀ ତମେ ମୋ ଇଚ୍ଛା ଓ ଆବେଗ ରେ ଅହରହ ନିୟନ୍ତ୍ରିତ ନିବୁଜ ଏ ମନ କୋଠରୀ ରେ ପ୍ରିୟା ମୋର ବନ୍ଦୀ ତମେ ମୋ ଇଚ୍ଛା ଓ ଆବେଗ ରେ ଅହରହ ନିୟନ୍ତ୍ରିତ ନିବୁଜ ଏ ମନ କୋଠରୀ ରେ । Lovely poem.thanku sir for sharing this lovely poem

0 0 Reply
Tanaya Jena 02 March 2018

ମୋ ଅତୀତ ଅସ୍ପଷ୍ଟତା ବାଡ ଘେରା, ଧୂଆଁଳିଆ ରୂପ ପ୍ରତିରୂପମୟ ମାଟି ରୁ ଆକାଶେ ।। Lovely, superb, nicely crafted poem. Thanks for the sharing. 10++++++++++++++

0 0 Reply
Tanaya Jena 02 March 2018

ମୋ ଅତୀତ ଅସ୍ପଷ୍ଟତା ବାଡ ଘେରା, ଧୂଆଁଳିଆ ରୂପ ପ୍ରତିରୂପମୟ ମାଟି ରୁ ଆକାଶେ ।। Lovely, superb, nicely crafted poem. Thanks for the sharing.

0 0 Reply
Alina Kaikeyi 16 December 2017

ପ୍ରିୟା ମୋର ବନ୍ଦୀ ତମେ ମୋ ଇଚ୍ଛା ଓ ଆବେଗ ରେ ଅହରହ ନିୟନ୍ତ୍ରିତ ନିବୁଜ ଏ ମନ କୋଠରୀ ରେ । Each next poem attracts the reader to search for the next in the series. Please don't end this series sir. 10+++++

0 0 Reply
Subhas Chandra Chakra 02 January 2018

Thank you Alina for the beautiful words of encouragement.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success