ତୁମକୁ ଭେଟିବା ପରେ-040 (Tumaku Bhetiba Pare-40 Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-040 (Tumaku Bhetiba Pare-40 Odia Poem)

Rating: 5.0

ଯୁଗ ର ପ୍ରତୀକ୍ଷା ଆଉ
ଶୁଖିଲା ଲୁହ ର ଲୁଣ
ଭର୍ତ୍ତି ମୋର
ହୃଦୟ ର ସାରା ଉପତ୍ୟକା

ତୁମ ବାସ୍ନା ଭରା ସେଇ
ସୁରଭିରେ, ମୋ ସପନ
ନୀଳ ନୀଳ ବର୍ଷା ରେ ଭିଜିଲା ।।

ସବୁତକ ବେଦନା ର କଳା ଛିଟା
ମୋ ଛାତି ରୁ
ଲିଭିଗଲା ଯାଏ-
ମୋ ମନ ରୁ ସବୁ ଜ୍ୱାଳା
ଅସହ୍ୟ ବିରହ ବ୍ୟଥା
ଅବ୍ୟକ୍ତି ର
ହୁତୁ ହୁତୁ ଜଳୁଥିବା
ମୋ ସପନ ଜୂଇ ନିଆଁ ଧାସ
ତୁମ ପୂର୍ବ-ସ୍ମୃତି ମଶାଣି ରେ
ଥପ୍ କରି
ଲିଭି ଲିଭି ଗଲା ।।

Friday, August 18, 2017
Topic(s) of this poem: love and art,love and dreams,love and friendship,love and life
COMMENTS OF THE POEM
Rajendra Rout 18 November 2017

ଯୁଗ ର ପ୍ରତୀକ୍ଷା ଆଉ ଶୁଖିଲା ଲୁହ ର ଲୁଣ ଭର୍ତ୍ତି ମୋର ହୃଦୟ ର ସାରା ଉପତ୍ୟକା ତୁମ ବାସ୍ନା ଭରା ସେଇ ସୁରଭିରେ, ମୋ ସପନ ନୀଳ ନୀଳ ବର୍ଷା ରେ ଭିଜିଲା ।। Quite poem shairing.thanku sir for shairing this poem...10×10×10×10...............

0 0 Reply
Sanjukta Sahoo 25 August 2017

ଯୁଗ ର ପ୍ରତୀକ୍ଷା ଆଉ ଶୁଖିଲା ଲୁହ ର ଲୁଣ ଭର୍ତ୍ତି ମୋର ହୃଦୟ ର ସାରା ଉପତ୍ୟକା ତୁମ ବାସ୍ନା ଭରା ସେଇ ସୁରଭିରେ, ମୋ ସପନ ନୀଳ ନୀଳ ବର୍ଷା ରେ ଭିଜିଲା ।। Lovely start of a love poem. Love you dear poet. A class of its own. 10++++ for this poem.

0 0 Reply
Anita Aparajita Das 21 August 2017

ସବୁତକ ବେଦନା ର କଳା ଛିଟା ମୋ ଛାତି ରୁ ଲିଭିଗଲା ଯାଏ- ମୋ ମନ ରୁ ସବୁ ଜ୍ୱାଳା ଅସହ୍ୟ ବିରହ ବ୍ୟଥା ଅବ୍ୟକ୍ତି ର ହୁତୁ ହୁତୁ ଜଳୁଥିବା ମୋ ସପନ ଜୂଇ ନିଆଁ ଧାସ ତୁମ ପୂର୍ବ-ସ୍ମୃତି ମଶାଣି ରେ ଥପ୍ କରି ଲିଭି ଲିଭି ଗଲା ।। A nice poem for a luxurious read. Thanks for it. 10 marks to award.

1 0 Reply
Sabita Sahoo 19 August 2017

ଯୁଗ ର ପ୍ରତୀକ୍ଷା ଆଉ ଶୁଖିଲା ଲୁହ ର ଲୁଣ ଭର୍ତ୍ତି ମୋର ହୃଦୟ ର ସାରା ଉପତ୍ୟକା ତୁମ ବାସ୍ନା ଭରା ସେଇ ସୁରଭିରେ, ମୋ ସପନ ନୀଳ ନୀଳ ବର୍ଷା ରେ ଭିଜିଲା ।। Quite beautiful lines from the poet.Love it. Thanks for the sharing of this poem.

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success