ଚିହ୍ନା ଚିହ୍ନା ଆଖିପତା ତଳେ -07 (Chinha Chinha Akhi Pata Tale - 07/ Odia Poem) Poem by Subhas Chandra Chakra

ଚିହ୍ନା ଚିହ୍ନା ଆଖିପତା ତଳେ -07 (Chinha Chinha Akhi Pata Tale - 07/ Odia Poem)

Rating: 5.0

ଥରୁଟିଏ-

ଖାସ ଥରୁଟିଏ ପାଇଁ

ଆଖି ପତା

ବୁଜି ହୋଇଗଲେ-


ଲିଭିଯାଏ,

ସଂପର୍କ ର

ଆଲୋକିତ ଶିଡି ।।


ନିଆଁ ଲାଗେ

ସପନ ର ଗଦା ଗଦା-

ଶୁଖିଲା ପତରେ ।।


ହଜିଯାଏ-

ସବୁ ରାସ୍ତା-

ପରିଚିତ,

ଜଣା ଶୁଣା ଇଲାକା ମାନଙ୍କୁ ।।

Wednesday, February 21, 2018
Topic(s) of this poem: eyes
COMMENTS OF THE POEM
Sanjukta Sahoo 21 February 2018

ହଜିଯାଏ- ସବୁ ରାସ୍ତା- ପରିଚିତ, ଜଣା ଶୁଣା ଇଲାକା ମାନଙ୍କୁ ।। Nice poem shared. A beautiful theme indeed. 10++++

0 0 Reply
Sanjukta Sahoo 21 February 2018

ହଜିଯାଏ- ସବୁ ରାସ୍ତା- ପରିଚିତ, ଜଣା ଶୁଣା ଇଲାକା ମାନଙ୍କୁ ।। Nice poem shared. A beautiful theme indeed.

0 0 Reply
Prativa Rani 21 February 2018

ଲିଭିଯାଏ, ସଂପର୍କ ର ଆଲୋକିତ ଶିଡି ।। Lovely poem describing the abc of relationship and the role of eyes. 10++

0 0 Reply
Prativa Rani 21 February 2018

ଲିଭିଯାଏ, ସଂପର୍କ ର ଆଲୋକିତ ଶିଡି ।। Lovely poem describing the abc of relationship and the role of eyes.

0 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success