ତୁମ ସହ
ଏକାତ୍ମ ହେବାର
ପୂର୍ବ ଲଗ୍ନ, ଏକାନ୍ତ ବେଳା ରେ-
ଲାଳସା ର ଏରୁଣ୍ଡି ବନ୍ଧ କୁ
କେବେ ବି ଡେଇଁ ନଥିବା
ରମ୍ୟ ଅଜଗର-
ଦେହାତୀତ ଅରଣ୍ୟ ର
ନି8ସଙ୍ଗ ଅନ୍ଧାରୁ
ଅଜାଣତେ ଚାଲି ଆସେ
କାମନା ର ରୂପା ଜରି
ଓଢଣୀ ଫାଙ୍କ ରୁ
ଲୁଚି ଲୁଚି ଦେଖିବା ର
ଅନୂଢା ଯୌବନ,
ଲଜ୍ଜାରୁଣ ଶୂନ୍ୟତା ର
ସବୁ ସନ୍ଧି ସ୍ଥଳ ।।
ଫିଟିଯାଏ ସବୁତକ
ଗୋପନ ଗୁମର,
ନଦୀ ଜଳ-
ନୀଳ ଶାଢୀ ଛାଡି
ତରବରେ ପିନ୍ଧି ନିଏ ଅନ୍ତର୍ବାସ
ଗୋଳିଆ ରଙ୍ଗ ର ।।
ଫିଟିଯାଏ ସବୁତକ ଗୋପନ ଗୁମର, ନଦୀ ଜଳ- ନୀଳ ଶାଢୀ ଛାଡି ତରବରେ ପିନ୍ଧି ନିଏ ଅନ୍ତର୍ବାସ ଗୋଳିଆ ରଙ୍ଗ ର ।।... chamatkara hoichhi barnana phitijae gopana gumara premare judubudu sada tathapi ta rahiachhi lajja pindhi nie antarbasa Golia rangara Dhany kabibara taba barnadhy barnana Bismita karai sada pathaka mananku Dhanyabada na dei mu rahi paru nahin Ghena eha, bhagabana karuntu mangala.
ଲାଳସା ର ଏରୁଣ୍ଡି ବନ୍ଧ କୁ କେବେ ବି ଡେଇଁ ନଥିବା ରମ୍ୟ ଅଜଗର- ଦେହାତୀତ ଅରଣ୍ୟ ର ନି8ସଙ୍ଗ ଅନ୍ଧାରୁ ଅଜାଣତେ ଚାଲି ଆସେ A nicely crafted poem in our mother tongue, I agree with you Sir.
Thank you my revered Sir for such beautiful remarks and these inspiring words.
ଲାଳସା ର ଏରୁଣ୍ଡି ବନ୍ଧ କୁ କେବେ ବି ଡେଇଁ ନଥିବା ରମ୍ୟ ଅଜଗର- ଦେହାତୀତ ଅରଣ୍ୟ ର ନି8ସଙ୍ଗ ଅନ୍ଧାରୁ ଅଜାଣତେ ଚାଲି ଆସେ A nicely crafted poem in our mother tongue, I agree with you dear Sir.
Thank you Sir my revered for your kind remarks and for breaking the month long silence on my page. Regards, Subhas.
This poem has not been translated into any other language yet.
I would like to translate this poem
A fragrance of lost dreams return to the bed of desire wet with moonshines of the past moments as a promise of a spring. Lovely poem shared. 10+++
ଲାଳସା ର ଏରୁଣ୍ଡି ବନ୍ଧ କୁ କେବେ ବି ଡେଇଁ ନଥିବା ରମ୍ୟ ଅଜଗର- ଦେହାତୀତ ଅରଣ୍ୟ ର ନି8ସଙ୍ଗ ଅନ୍ଧାରୁ ଅଜାଣତେ ଚାଲି ଆସେ A nicely crafted poem in our mother tongue, I agree with you.