ଉଦାସ ସଞ୍ଜେ ସକାଳେ,
ବିଷର୍ଣ ପବନ କାନେ,
ଧୂସର ପଣତ, ମୋର
ଆକାଶ ର ସାରା ଉପବନେ-
ଶିରି ଶିରି ପବନ ରେ ଭିଜା
ସମୟ ର ଓଢଣୀ ଉହାଡେ
ଜହ୍ନ ଲୁହ ଢାଳୁଥିଲା ବେଳେ-
କାହା ମଲା ଖବର ଟା
ଅପେକ୍ଷା ର ଆଞ୍ଜୁଳା ଫାଙ୍କ ରୁ-
ଏ ଯାଏ ବି
ହଜିଥିଲା ପରି,
ବିରହ ର ବଂଶୀଟିଏ
ଗୁମୁରି ଗୁମୁରି,
କାନ୍ଦୁଥିବା ବେଳେ-
ହଜିଲା ସେ ଦିନ ର ଚାହାଣୀ,
ତମ ଆଖି,
ବେଶ ମନେ ପଡେ ।।
କାହା ମଲା ଖବର ଟା ଅପେକ୍ଷା ର ଆଞ୍ଜୁଳା ଫାଙ୍କ ରୁ- ଏ ଯାଏ ବି ହଜିଥିଲା ପରି, A nice poem again. Loved it.
ହଜିଲା ସେ ଦିନ ର ଚାହାଣୀ, ତମ ଆଖି, ବେଶ ମନେ ପଡେ ।। Lovely writing Sir. I loved this series so much, waiting to read more of it. Thanks for the sharing. 10+++++
ହଜିଲା ସେ ଦିନ ର ଚାହାଣୀ, ତମ ଆଖି, ବେଶ ମନେ ପଡେ ।। Lovely writing Sir. I loved this series so much, waiting to read more of it. Thanks for the sharing.
This poem has not been translated into any other language yet.
I would like to translate this poem
କାହା ମଲା ଖବର ଟା ଅପେକ୍ଷା ର ଆଞ୍ଜୁଳା ଫାଙ୍କ ରୁ- ଏ ଯାଏ ବି ହଜିଥିଲା ପରି, A nice poem again. Loved it. 10+++