ଚିହ୍ନା ଚିହ୍ନା ଆଖିପତା ତଳେ -10 (Chinha Chinha Akhi Pata Tale - 10/ Odia Poem) Poem by Subhas Chandra Chakra

ଚିହ୍ନା ଚିହ୍ନା ଆଖିପତା ତଳେ -10 (Chinha Chinha Akhi Pata Tale - 10/ Odia Poem)

Rating: 5.0

ତୁମ ଆଖି ମନେ ପଡେ,

ଶୂନ ଶାନ

ରାତି ବିଛଣା ରେ

ମୋର କ୍ଳାନ୍ତ ଆଖି ଦୁଇ

ଘୁମାଇ ପଡିଲେ,

ଦି ପଲକ ପାଇଁ ।।


ନିଛାଟିଆ ନଈ କୂଳ,

ବୈଶାଖ ର ତୋଟାମାଳ,

ନଣ୍ଡା ନଣ୍ଡା ପାହାଡ କୋଳ ରେ

ତମ ଆଖି ନାଚିଯାଏ

ମୋ ଆଖି ର

ହଜା ହଜା ଦିଗନ୍ତ ରେ,

ଲୁଚା ଛପା ଇଲାକା ର

ନିଶବଦ, ନିଷିଦ୍ଧ ପ୍ରହରେ-

ତୁମ ଆଖି

ଖୁବ ମନେ ପଡେ ।।

Wednesday, February 21, 2018
Topic(s) of this poem: eyes
COMMENTS OF THE POEM
Sanjukta Sahoo 21 February 2018

ନିଛାଟିଆ ନଈ କୂଳ, ବୈଶାଖ ର ତୋଟାମାଳ, ନଣ୍ଡା ନଣ୍ଡା ପାହାଡ କୋଳ ରେ ତମ ଆଖି ନାଚିଯାଏ ମୋ ଆଖି ର ହଜା ହଜା ଦିଗନ୍ତ ରେ, Oh you are the great Wordsworth of our Odia poems. Love this romantic write. 10+++++++++

1 0 Reply
Sanjukta Sahoo 21 February 2018

ନିଛାଟିଆ ନଈ କୂଳ, ବୈଶାଖ ର ତୋଟାମାଳ, ନଣ୍ଡା ନଣ୍ଡା ପାହାଡ କୋଳ ରେ ତମ ଆଖି ନାଚିଯାଏ ମୋ ଆଖି ର ହଜା ହଜା ଦିଗନ୍ତ ରେ, Oh you are the great Wordsworth of our Odia poems. Love this romantic write.

1 0 Reply
Prativa Rani 21 February 2018

ଲୁଚା ଛପା ଇଲାକା ର ନିଶବଦ, ନିଷିଦ୍ଧ ପ୍ରହରେ- ତୁମ ଆଖି ଖୁବ ମନେ ପଡେ ।। A nicely crafted poem Sir. Thanks for the sharing. 10+++++

1 0 Reply
Prativa Rani 21 February 2018

ଲୁଚା ଛପା ଇଲାକା ର ନିଶବଦ, ନିଷିଦ୍ଧ ପ୍ରହରେ- ତୁମ ଆଖି ଖୁବ ମନେ ପଡେ ।। A nicely crafted poem Sir. Thanks for the sharing.

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success