ଚିହ୍ନା ଚିହ୍ନା ଆଖିପତା ତଳେ -11 (Chinha Chinha Akhi Pata Tale - 11/ Odia Poem) Poem by Subhas Chandra Chakra

ଚିହ୍ନା ଚିହ୍ନା ଆଖିପତା ତଳେ -11 (Chinha Chinha Akhi Pata Tale - 11/ Odia Poem)

Rating: 5.0

ଉଦାସ ସଞ୍ଜେ, ବିଜନେ

ବିଷର୍ଣ ପବନ ର କାନେ,

ଧୂସର ପଣତ, ମୋର

ଆକାଶ ର ସାରା ଉପବନେ

ଜହ୍ନ ଲୁହ ଢାଳୁଥିଲା ବେଳେ

କାହା ମଲା ଖବର ଟା

ଅପେକ୍ଷା ର ଆଞ୍ଜୁଳା ଫାଙ୍କ ରୁ

ଏ ଯାଏ ବି ହଜିଥିଲା ପରି,

ବିରହ ର ବଂଶୀ ଟିଏ

ଗୁମୁରି ଗୁମୁରି,

କାନ୍ଦୁଥିଲା ବେଳେ

ହଜିଲା ସେ ଦିନ ର ଚାହାଣୀ-

ତୁମ ଆଖି,

ବେଶ ମନେ ପଡେ ।।

Monday, March 19, 2018
Topic(s) of this poem: eyes
COMMENTS OF THE POEM
Suratha Kumar Rout 08 September 2019

Lovely shared. I enjoy this. Thanks for sharing.

0 0 Reply
Rajendra Rout 01 November 2018

କାନ୍ଦୁଥିଲା ବେଳେ ହଜିଲା ସେ ଦିନ ର ଚାହାଣୀ- ତୁମ ଆଖି, ବେଶ ମନେ ପଡେ ।। Wow! ! Great poem sir I enjoy this poem

0 0 Reply
Prativa Rani 19 March 2018

ହଜିଲା ସେ ଦିନ ର ଚାହାଣୀ- ତୁମ ଆଖି, ବେଶ ମନେ ପଡେ ।। Beautiful poem. 10++++++++

1 0 Reply

Raniji, Thanks for the lovely remarks and the great words of encouragement

0 0
Prativa Rani 19 March 2018

ହଜିଲା ସେ ଦିନ ର ଚାହାଣୀ- ତୁମ ଆଖି, ବେଶ ମନେ ପଡେ ।। Beautiful poem.

2 0 Reply

Hi Rani, Thanks for the lovely remarks and the great words of encouragement

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success