ମିଳନ ର ରଙ୍ଗ- 26 (Milana Ra Ranga -026/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 26 (Milana Ra Ranga -026/Odia Poem)

Rating: 5.0

ମଜା ରେ ବି କେବେ

ତମେ ଆଉ

ମୋ ପାଶ ରୁ ଦୂରେଇ ଯିବନି।



ମିଛେ ମିଛେ କେବେ

ବି ଜୀବନେ

ଭୂଲିଗଲ ବୋଲି କହିବନି ।।


ଜାଣିଥାଅ ଆଜି

ପ୍ରିୟତମା,

ତମେ ମୋର ଛାତି ର ନି8ଶ୍ୱାସ,

ତମେ ପରା ମୋର

ଅନ୍ତରାତ୍ମା,

ଜୀବନ ର ଅନ୍ତିମ ବିଶ୍ୱାସ ।।।

ମିଳନ ର ରଙ୍ଗ- 26 (Milana Ra Ranga -026/Odia Poem)
Tuesday, November 21, 2017
Topic(s) of this poem: desire,longing,love,love and friendship
COMMENTS OF THE POEM
Prativa Rani 23 November 2017

ତମେ ପରା ମୋର ଅନ୍ତରାତ୍ମା, ଜୀବନ ର ଅନ୍ତିମ ବିଶ୍ୱାସ ।।। Lovely poem shared. 10++++ for it,

0 0 Reply
Alina Kaikeyi 22 November 2017

ତମେ ପରା ମୋର ଅନ୍ତରାତ୍ମା, ଜୀବନ ର ଅନ୍ତିମ ବିଶ୍ୱାସ ।।। Lovely poem shared. 10++++ for it. Alina

1 0 Reply
Rajendra Rout 22 November 2017

ଜାଣିଥାଅ ଆଜି ପ୍ରିୟତମା, ତମେ ମୋର ଛାତି ର ନି8ଶ୍ୱାସ, ତମେ ପରା ମୋର ଅନ୍ତରାତ୍ମା, ଜୀବନ ର ଅନ୍ତିମ ବିଶ୍ୱାସ ।।। Beautiful poem shairing 10++++++***

2 0 Reply
Seema Sharma Rimi 21 November 2017

ତମେ ମୋର ଛାତି ର ନି8ଶ୍ୱାସ, ତମେ ପରା ମୋର ଅନ୍ତରାତ୍ମା, ଜୀବନ ର ଅନ୍ତିମ ବିଶ୍ୱାସ ।।। Lovely poem shared. 10++++ for it,

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success