ମିଳନ ର ରଙ୍ଗ- 27 (Milana Ra Ranga -027/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 27 (Milana Ra Ranga -027/Odia Poem)

Rating: 5.0

ଆଜି ଭାରି ଇଚ୍ଛା

ହେଉଥିଲା

ମାଗିଥାନ୍ତି ତୁମକୁ ମୁଁ ସେଇ

ତୁମ ନୀଳ ନୀଳ

ଅକ୍ଷର ରେ

ଭରିଥିବା ସେ ଚିଠି ମୋ ପାଇଁ ।।

ବାର ବାର ମନେ

ପଡୁଥିଲା,

ଭାବୁଥିଲି, ମାଗିବି ମୁଁ ଏବେ-

ସବୁଥର ପରି

ତୁମ ମୁହଁ ହସ ହସ ରହିଥିବ ଯେବେ ।।

ମିଳନ ର ରଙ୍ଗ- 27 (Milana Ra Ranga -027/Odia Poem)
Tuesday, November 21, 2017
Topic(s) of this poem: desire,longing,love,love and friendship
COMMENTS OF THE POEM
Seema Sharma Rimi 21 November 2017

ଭାବୁଥିଲି, ମାଗିବି ମୁଁ ଏବେ- ସବୁଥର ପରି ତୁମ ମୁହଁ ହସ ହସ ରହିଥିବ ଯେବେ ।। ଭାବୁଥିଲି, ମାଗିବି ମୁଁ ଏବେ- ସବୁଥର ପରି ତୁମ ମୁହଁ ହସ ହସ ରହିଥିବ ଯେବେ ।। Lovely sharing. 10++++

2 0 Reply
Rajendra Rout 06 December 2017

ବାର ବାର ମନେ ପଡୁଥିଲା, ଭାବୁଥିଲି, ମାଗିବି ମୁଁ ଏବେ- ସବୁଥର ପରି ତୁମ ମୁହଁ ହସ ହସ ରହିଥିବ ଯେବେ i enjoy this poem 10++++++

0 0 Reply

Prativa Rani 23 November 2017

ତୁମ ମୁହଁ ହସ ହସ ରହିଥିବ ଯେବେ ।। ଭାବୁଥିଲି, ମାଗିବି ମୁଁ ଏବେ- ସବୁଥର ପରି ତୁମ ମୁହଁ ହସ ହସ ରହିଥିବ ଯେବେ ।। Lovely sharing. 10++++

0 0 Reply
Alina Kaikeyi 22 November 2017

ସବୁଥର ପରି ତୁମ ମୁହଁ ହସ ହସ ରହିଥିବ ଯେବେ ।। Lovely sharing. 10++ Alina

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success