ମିଳନ ର ରଙ୍ଗ- 29 (Milana Ra Ranga -029/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 29 (Milana Ra Ranga -029/Odia Poem)

Rating: 5.0

ଗତ ଜନ୍ମ ସାରା

ତମେ ମୋର

ଯାହା କିଛି

ନେବା କୁ ଚାହିଲ-


ଦେଇ ପାରିଲି ନି

କିଛି ହେଲେ

ମୋ ଭାଗ୍ୟ ରେ

କଣ୍ଟା ହେଲା କାଳ ।।


ଛଡାଇ ନେଲା ସେ

ମୋର ପ୍ରାଣ

ଜୀଅନ୍ତା ମୋ ସପନ ଶରୀରୁ -


ସେ ପାରି କୁ ଗଲ

ତମେ ପ୍ରିୟେ

ଏବେ ମୋତେ

ନିଅ କବର ରୁ ।।

ମିଳନ ର ରଙ୍ଗ- 29 (Milana Ra Ranga -029/Odia Poem)
Tuesday, November 21, 2017
Topic(s) of this poem: desire,longing,love,love and friendship,love and life
COMMENTS OF THE POEM
Prativa Rani 23 November 2017

ତମେ ପ୍ରିୟେ ଏବେ ମୋତେ ନିଅ କବର ରୁ ।। Nice and appealing poem shared. 10++

0 0 Reply
Kshirod Kumar Dehury 22 November 2017

Beautifull poem.great, thanks for sharing.10++++

1 0 Reply
Alina Kaikeyi 22 November 2017

ଛଡାଇ ନେଲା ସେ ମୋର ପ୍ରାଣ ଜୀଅନ୍ତା ମୋ ସପନ ଶରୀରୁ - A soft tragic song of deep love shared. 10+++ for it.

1 0 Reply
Seema Sharma Rimi 21 November 2017

ସେ ପାରି କୁ ଗଲ ତମେ ପ୍ରିୟେ ଏବେ ମୋତେ ନିଅ କବର ରୁ ।। Nice and appealing poem shared. 10++

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success