ମିଳନ ର ରଙ୍ଗ- 30 (Milana Ra Ranga -030/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 30 (Milana Ra Ranga -030/Odia Poem)

Rating: 5.0

ଯାଉଚି ମୁଁ

ବିଛଣା କୁ ଏବେ,

ଆସିବ ଗୋ,

ସପନ ରେ ଆଜି -


କାଲି ଯେଉଁ

ଚୁପି ଚୁପି କଥା

ମୋ କାନ ରେ

କହିଦେବ ଆଜି ।।


କାଲି ର ସେ

କଥା ରେ କଥା ରେ

ଏତେ ବେଶୀ

ଥିଲା ଯେ ଆବେଗ,

ମୋତେ ଭାରି

ଅଡୁଆ ଲାଗିଲା

କେମିତିକା,

ସେଇ ଅନୁଭବ ।।


କେବେ ବି

ଭାବି ନଥିଲି

ସତେ ଏତେ ବେଶୀ

ଏଇ ଟିକି

ଦୁନିଆ ରେ ତମେ

ମୋତେ ଏତେ

ପାଇଯିବ ଭଲ -

ଭୂଲି ଏଇ,

ବ୍ୟବଧାନ କାଳ ।।

ମିଳନ ର ରଙ୍ଗ- 30 (Milana Ra Ranga -030/Odia Poem)
Tuesday, November 21, 2017
Topic(s) of this poem: desire,longing,love,love and dreams,love and friendship,love and life
COMMENTS OF THE POEM
Mayurakshi Ojha 04 December 2017

କାଲି ଯେଉଁ ଚୁପି ଚୁପି କଥା ମୋ କାନ ରେ କହିଦେବ ଆଜି ।। A lovely chit chat with the beloved? 10++

0 0 Reply
Prativa Rani 23 November 2017

ମୋତେ ଏତେ ପାଇଯିବ ଭଲ - ଭୂଲି ଏଇ, ବ୍ୟବଧାନ କାଳ ।। Lovely poem shared. 10+++

1 0 Reply
Kshirod 22 November 2017

so, lovely poem, thanks for sharing.10++++

2 0 Reply
Alina Kaikeyi 22 November 2017

କାଲି ଯେଉଁ ଚୁପି ଚୁପି କଥା ମୋ କାନ ରେ କହିଦେବ ଆଜି ।। A lovely chit chat with the beloved? 10++ for the sharing.

2 0 Reply
Seema Sharma Rimi 21 November 2017

କେବେ ବି ଭାବି ନଥିଲି ସତେ ଏତେ ବେଶୀ ଏଇ ଟିକି ଦୁନିଆ ରେ ତମେ ମୋତେ ଏତେ ପାଇଯିବ ଭଲ - ଭୂଲି ଏଇ, ବ୍ୟବଧାନ କାଳ ।। Lovely poem shared. 10+++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success