ମିଳନ ର ରଙ୍ଗ- 31 (Milana Ra Ranga -031/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 31 (Milana Ra Ranga -031/Odia Poem)

Rating: 5.0

ତମେ ଏବେ

ଲାଗୁଛ ଯେ ମୋର

ଗୋଟା ପୁଣି

ସଂପୂର୍ଣ ମୋହର ।।


ତମ ସାରା

ମନ- ଦେହ - ଆତ୍ମା

ର ଉପରେ

ମୋ ର ଅଧିକାର ।।


ଆସ ଆଜି

ଶୀଘ୍ର ବିଛଣା କୁ

ସପନରେ,

ବାକି କଥା ହେବା,

ପୁରୁଣା ସେ

ବରଷ ର ସବୁ ତିକ୍ତ

ଅନୁଭୁତି,

ଚାଲ ଭୂଲିଯିବା ।।

ମିଳନ ର ରଙ୍ଗ- 31 (Milana Ra Ranga -031/Odia Poem)
Tuesday, November 21, 2017
Topic(s) of this poem: desire,longing,love,love and dreams,love and friendship,love and life
COMMENTS OF THE POEM
Mayurakshi Ojha 04 December 2017

ଆସ ଆଜି ଶୀଘ୍ର ବିଛଣା କୁ ସପନରେ, ବାକି କଥା ହେବା, Erotic poem shared. 10++

0 0 Reply
Prativa Rani 23 November 2017

ସପନରେ, ବାକି କଥା ହେବା, Erotic poem shared. 10+++

1 0 Reply
Alina Kaikeyi 22 November 2017

ତମ ସାରା ମନ- ଦେହ - ଆତ୍ମା ର ଉପରେ ମୋ ର ଅଧିକାର ।। A beautiful speaking of total surrender. 10+++ for it.

2 0 Reply
Seema Sharma Rimi 21 November 2017

ଆସ ଆଜି ଶୀଘ୍ର ବିଛଣା କୁ ସପନରେ, ବାକି କଥା ହେବା, Erotic poem shared. 10+++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success