ମିଳନ ର ରଙ୍ଗ- 43 (Milana Ra Ranga -043/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 43 (Milana Ra Ranga -043/Odia Poem)

Rating: 5.0

କାହିଁକି ଯେ ପ୍ରାଣପ୍ରିୟା ମୋର

କି ଭାବନା ତୁମକୁ ମୋ ଠାରୁ

କେବେ କେବେ ନେଉଛି ଦୂରେଇ,

ଯେ ବେଳେ ଲାଗୁଛି

ସତେ ଅବା

ମୋତେ ତୁମେ

ଭାବ ସାତ ପର...! !


ଏମିତି କାହିଁକି ହୁଏ ସଖୀ?

କହିବ କି ତମେ ମୋ କାନରେ-

ଚୁପି ଚୁପି ତୁମର ସେ

ବୀଣା ଜିଣା,

ମଧୁର ସ୍ୱର ରେ

ତମ କଥା,

ଛାତି ତଳ ଦରଦ ଓ ବ୍ୟଥା!

ମିଳନ ର ରଙ୍ଗ- 43 (Milana Ra Ranga -043/Odia Poem)
Thursday, December 7, 2017
Topic(s) of this poem: dedication,longing,love
COMMENTS OF THE POEM
Mayurakshi Ojha 02 March 2018

ଚୁପି ଚୁପି ତୁମର ସେ ବୀଣା ଜିଣା, ମଧୁର ସ୍ୱର ରେ ତମ କଥା, ଛାତି ତଳ ଦରଦ ଓ ବ୍ୟଥା! A great poem indeed, . a very beautiful love poem with so appeal. Thanks for the sharing. Eva. 10+++++++++++++

0 0 Reply
Mayurakshi Ojha 02 March 2018

ଚୁପି ଚୁପି ତୁମର ସେ ବୀଣା ଜିଣା, ମଧୁର ସ୍ୱର ରେ ତମ କଥା, ଛାତି ତଳ ଦରଦ ଓ ବ୍ୟଥା! A great poem indeed, . a very beautiful love poem with so appeal. Thanks for the sharing. Eva.

0 0 Reply
Sabita Sahoo 07 December 2017

କାହିଁକି ଯେ ପ୍ରାଣପ୍ରିୟା ମୋର କି ଭାବନା ତୁମକୁ ମୋ ଠାରୁ କେବେ କେବେ ନେଉଛି ଦୂରେଇ, Lovely sharing of a love poem, nicely written. 10+

4 0 Reply
Seema Sharma Rimi 07 December 2017

କାହିଁକି ଯେ ପ୍ରାଣପ୍ରିୟା ମୋର କି ଭାବନା ତୁମକୁ ମୋ ଠାରୁ କେବେ କେବେ ନେଉଛି ଦୂରେଇ, Lovely sharing of a love poem, nicely written. 10++++

4 0 Reply
Dr Dillip K Swain 07 December 2017

ଚୁପି ଚୁପି ତୁମର ସେ ବୀଣା ଜିଣା, ମଧୁର ସ୍ୱର ରେ -Enjoyed the poem dear poet..thanks for sharing..10

5 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success