ମିଳନ ର ରଙ୍ଗ- 45 (Milana Ra Ranga -045/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 45 (Milana Ra Ranga -045/Odia Poem)

Rating: 5.0

ତୁମକୁ ଭେଟିବା ଆଗୁଁ

ଏମିତି ଥିଲା-

କେହି ବୋଲି କେହି ଜଣେ

ଏତେ ବେଶୀ

ନିଜର ନଥିଲା ।।


ଇଏ ତମ ଚାହାଣୀ ର

ଯାଦୁକରୀ ଛୁଆଁ

ଆମ ସେଇ କାହାଣୀ କୁ

ନୂଆ ରଙ୍ଗ ଦେଲା,



ତୁମ ଭସା ଭସା ଆଖି

ନୀଳ ଚାହାଣୀ ର

ଯାଦୁକରୀ ଛୁଆଁ

କି କିମିଆ କଲା?


ପଲକ ରେ

ବାର ବର୍ଷ ବିରହ ର

ଅବସାନ ହେଲା।।

ମିଳନ ର ରଙ୍ଗ- 45 (Milana Ra Ranga -045/Odia Poem)
Friday, December 8, 2017
Topic(s) of this poem: longing,love
COMMENTS OF THE POEM
Mayurakshi Ojha 02 March 2018

ଇଏ ତମ ଚାହାଣୀ ର ଯାଦୁକରୀ ଛୁଆଁ ଆମ ସେଇ କାହାଣୀ କୁ ନୂଆ ରଙ୍ଗ ଦେଲା, Lovely lines Sir. Simply beautiful. Thanks. Eva 10+++++++

0 0 Reply
Mayurakshi Ojha 02 March 2018

ଇଏ ତମ ଚାହାଣୀ ର ଯାଦୁକରୀ ଛୁଆଁ ଆମ ସେଇ କାହାଣୀ କୁ ନୂଆ ରଙ୍ଗ ଦେଲା, Lovely lines Sir. Simply beautiful. Thanks. Eva

0 0 Reply
Dr Dillip K Swain 10 February 2018

ଇଏ ତମ ଚାହାଣୀ ର ଯାଦୁକରୀ ଛୁଆଁ…..beautiful Odiya poem….Loved reading it….10

2 0 Reply
Prativa Rani 09 December 2017

ଇଏ ତମ ଚାହାଣୀ ର ଯାଦୁକରୀ ଛୁଆଁ ଆମ ସେଇ କାହାଣୀ କୁ ନୂଆ ରଙ୍ଗ ଦେଲା, 10+++++ Rani

2 0 Reply
Prativa Rani 09 December 2017

ଇଏ ତମ ଚାହାଣୀ ର ଯାଦୁକରୀ ଛୁଆଁ ଆମ ସେଇ କାହାଣୀ କୁ ନୂଆ ରଙ୍ଗ ଦେଲା, Lovely lines Sir. Simply beautiful. 10++++

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success