ଆସ ଏବେ ମୋ ଜୀବନେ
ସବୁଜିମା ନେଇ ତମ
ଦେହେ ମନେ ପ୍ରାଣେ ।
ଆମ ଦୁଇ ମନ ଏବେ
ଏକ ମନ ହେଉ,
ସପନର ଓଦା ଭୂଇଁ
ନେଉ ଏକ ରଙ୍ଗ,
ସବୁ କିଛି, ଜୀବନ ର
ସାତ ରଙ୍ଗ ସୁରେ-
ଦାଗ ଯେତେ, ଦୁଃଖ ଯାତନା ର
ବେପଥୁ ର ନୀଳିମା ରେ
ଯାଇ ଲିଭି ଲିଭି,
ଫଳେ, ଫୁଲେ, ଭରିଯାଉ
ଦୁନିଆ ଆମର,
ପ୍ରଣୟ ର ନୀଳ ଯଜ୍ଞ ବେଦୀ,
ସାତ ରଙ୍ଗୀ ପତାକା ର
ଆଖି ଆକାଶ ରେ
ଭାସୁଥାଉ ସୁଖ ନୀଳ ମେଘ ।।
ଆମ ଦୁଇ ମନ ଏବେ ଏକ ମନ ହେଉ, ସପନର ଓଦା ଭୂଇଁ ନେଉ ଏକ ରଙ୍ଗ, ସବୁ କିଛି, ଜୀବନ ର ସାତ ରଙ୍ଗ ସୁରେ- appeal in the poem, a nicely crafted poem Sir. Thanks. Eva
ଆମ ଦୁଇ ମନ ଏବେ ଏକ ମନ ହେଉ, ସପନର ଓଦା ଭୂଇଁ ନେଉ ଏକ ରଙ୍ଗ……..An excellent love poem! ……..10
ପ୍ରଣୟ ର ନୀଳ ଯଜ୍ଞ ବେଦୀ, ସାତ ରଙ୍ଗୀ ପତାକା ର ଆଖି ଆକାଶ ରେ ଭାସୁଥାଉ ସୁଖ ନୀଳ ମେଘ ।। Wow, what a lovely stanza. Loved it. 10++++ Rani
ପ୍ରଣୟ ର ନୀଳ ଯଜ୍ଞ ବେଦୀ, ସାତ ରଙ୍ଗୀ ପତାକା ର ଆଖି ଆକାଶ ରେ ଭାସୁଥାଉ ସୁଖ ନୀଳ ମେଘ ।। Wow, what a lovely stanza. Loved it.
This poem has not been translated into any other language yet.
I would like to translate this poem
ଆମ ଦୁଇ ମନ ଏବେ ଏକ ମନ ହେଉ, ସପନର ଓଦା ଭୂଇଁ ନେଉ ଏକ ରଙ୍ଗ, ସବୁ କିଛି, ଜୀବନ ର ସାତ ରଙ୍ଗ ସୁରେ- appeal in the poem, a nicely crafted poem Sir. Thanks. Eva 10+++++++++++++