ମିଳନ ର ରଙ୍ଗ- 47 (Milana Ra Ranga -047/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 47 (Milana Ra Ranga -047/Odia Poem)

Rating: 5.0

ଏ ଜୀବନେ

ଆଉ ଥରେ ବସନ୍ତ ଆସିଲା,

ଅନ୍ତର ର ଶୁଖା ପଡିଥିବା

ଅନ୍ତହୀନ ବିରହ ସମୁଦ୍ରେ

ଅଚାନକ ଜୁଆର ଆସିଲା,

ଭରିଗଲା ଫୁଲେ ଫୁଲେ

ଫଗୁଣ ର ରଙ୍ଗ,

ଆସିଗଲା ସତେ ଅବା

ମୋ ଆତ୍ମା ର ଅନଙ୍ଗ ଭୂଇଁ ରେ

ପ୍ରଣୟ ର ମେଘ,

ଏବେ ସାରା ଆକାଶ ରେ ଆମ

କିଏ ଅବା ଭରି ଦେଲା

ମିଳନ ର ରଙ୍ଗ ।।

ମିଳନ ର ରଙ୍ଗ- 47 (Milana Ra Ranga -047/Odia Poem)
Friday, December 8, 2017
Topic(s) of this poem: longing,love
COMMENTS OF THE POEM
Dr Dillip K Swain 10 February 2018

ଏ ଜୀବନେ ଆଉ ଥରେ ବସନ୍ତ ଆସିଲା, ଅନ୍ତର ର ଶୁଖା ପଡିଥିବା ଅନ୍ତହୀନ ବିରହ ସମୁଦ୍ରେ ଅଚାନକ ଜୁଆର ଆସିଲା...Loved reading it.....10

1 0 Reply
Prativa Rani 09 December 2017

ଆସିଗଲା ସତେ ଅବା ମୋ ଆତ୍ମା ର ଅନଙ୍ଗ ଭୂଇଁ ରେ ପ୍ରଣୟ ର ମେଘ, ଏବେ ସାରା ଆକାଶ ରେ ଆମ କିଏ ଅବା ଭରି ଦେଲା ମିଳନ ର ରଙ୍ଗ ।। Aha, , a lovely sweet song of love. Great sharing Sir. 10++++ Rani

1 0 Reply
Prativa Rani 09 December 2017

ଆସିଗଲା ସତେ ଅବା ମୋ ଆତ୍ମା ର ଅନଙ୍ଗ ଭୂଇଁ ରେ ପ୍ରଣୟ ର ମେଘ, ଏବେ ସାରା ଆକାଶ ରେ ଆମ କିଏ ଅବା ଭରି ଦେଲା ମିଳନ ର ରଙ୍ଗ ।। Aha, , a lovely sweet song of love. Great sharing Sir.

1 0 Reply
Rajendra Rout 29 October 2018

ଏ ଜୀବନେ ଆଉ ଥରେ ବସନ୍ତ ଆସିଲା, ଅନ୍ତର ର ଶୁଖା ପଡିଥିବା ଅନ୍ତହୀନ ବିରହ ସମୁଦ୍ରେ ଅଚାନକ ଜୁଆର ଆସିଲା, ଭରିଗଲା ଫୁଲେ ଫୁଲେ ଫଗୁଣ ର ରଙ୍ଗ, Lovely poem sir I enjoy this beautiful poem Thanks for sharing this poem 💯+++++

0 0 Reply
Bhagabat Prasad Hotta 29 October 2018

THIS ODIA POEM IS VERY NICE. GOOD POEM, SIR.

0 0 Reply
Bhagabat Prasad Hotta 29 October 2018

THIS ODIA POEM IS VERY NICE. GOOD POEM, SIR.

0 0 Reply
Mayurakshi Ojha 02 March 2018

ଏବେ ସାରା ଆକାଶ ରେ ଆମ କିଏ ଅବା ଭରି ଦେଲା ମିଳନ ର ରଙ୍ଗ ।। Such a lovely sweet song of love. Great sharing Sir. Thanks. Eva 10++++++++++

0 0 Reply
Mayurakshi Ojha 02 March 2018

ଏବେ ସାରା ଆକାଶ ରେ ଆମ କିଏ ଅବା ଭରି ଦେଲା ମିଳନ ର ରଙ୍ଗ ।। Such a lovely sweet song of love. Great sharing Sir. Thanks. Eva

0 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success