ତୁମକୁ ଭେଟିବା ପରେ-60 (Tumaku Bhetiba Pare-60/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-60 (Tumaku Bhetiba Pare-60/Odia Poem)

Rating: 5.0

ତମେ ଯେଉଁ ମାଟି ରେ ଚାଲିବ-

ମୋ ପାଇଁ ସେ ତୀର୍ଥ ପାଲଟିବ,


ତମେ ଯେଉଁ ବର୍ଷା ରେ ଭିଜିବ,

ସେ ମେଘ ମୋ ସପନେ ଭାସିବ...



ତମେ ଯେଉଁ ପାଣି ପବନ ରେ

ଭିଜିଥିବ ଗୋଟିଏ ମୂହୁର୍ତ୍ତ-


ସେଇ ମାଟି ପାଣି ଓ ପବନ,

ପାଲଟିବ ମୋ ଦେହ ର ରକ୍ତ....

ତୁମକୁ ଭେଟିବା ପରେ-60 (Tumaku Bhetiba Pare-60/Odia Poem)
Friday, October 13, 2017
Topic(s) of this poem: longing,love
COMMENTS OF THE POEM
Sabita Sahoo 28 October 2017

ତମେ ଯେଉଁ ପାଣି ପବନ ରେ ଭିଜିଥିବ ଗୋଟିଏ ମୂହୁର୍ତ୍ତ- ସେଇ ମାଟି ପାଣି ଓ ପବନ, ପାଲଟିବ ମୋ ଦେହ ର ରକ୍ତ.... Beautifully written. 10+++ for sharing it.

0 0 Reply
Subhas Chandra Chakra 06 December 2017

Thanks Sabita. Thank you for the warmest inspiration.

0 0
Prativa Rani 13 October 2017

ତମେ ଯେଉଁ ବର୍ଷା ରେ ଭିଜିବ, ସେ ମେଘ ମୋ ସପନେ ଭାସିବ... lovely poem.10+++

1 0 Reply
Subhas Chandra Chakra 06 December 2017

Thanks. Thank you Rani for the warmest inspiration.

0 0
D Priyanka Singh 13 October 2017

ତମେ ଯେଉଁ ବର୍ଷା ରେ ଭିଜିବ, ସେ ମେଘ ମୋ ସପନେ ଭାସିବ... Great poem,10++++

1 0 Reply
Subhas Chandra Chakra 06 December 2017

Thanks. Thank you D Priyanka for the warmest inspiration.

0 0
Dr Dillip K Swain 13 October 2017

A heart provoking poem..tume jeun matire chaliba mo pain se thirtha palatiba..wonderful poetic imagination..! !

4 0 Reply
Subhas Chandra Chakra 06 December 2017

Thanks Sir. Thank you for the warmest inspiration.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success