ତମ ଓଠ ହସ ର ତରଙ୍ଗ
ତମ ଆଖି ପଲକ ର ଭାଷା,
ତମ ଛାତି ତଳ ର ସ୍ପନ୍ଦନ,
ଏବେ ହେବ ମୋର ସମ୍ବିଧାନ...
ରିମ୍ ଝିମ୍ ବରଷା ରେ ଭିଜା-
ତୁମ ନୀଳ ଉତ୍ତରୀ ରେ
ଲିପି ଦେବି ମୋ ସମସ୍ତ
ପୂଣ୍ୟବଳ, ଦେହାତୀତ ଧନ-
ମୋ ଆୟୁଷ, ସବୁ କିଛି
ଜୀବନ ର ସବୁଜ ସପନ
ଲେଖିଦେବି ପ୍ରଣୟ ର
ସାତ ରଙ୍ଗେ, ସବୁତକ ବର୍ଣ....
Chamatkar barnana hoichhi satatah Mana meena neuchhi akarsi Rim jhim barasa o akhira palaka Hrudayare bhari die asara pullaka Dhanya heli padhi taba barnita kabita Jeunthi rahichhi taba pranaya sapana Dhanyabada he bandhu kabi Subhas Chandra Ishwara anantu taba unnati safalya. (It is a beautiful poem on love and friendship having stunning expression with nice diction in odiya language. I appreciate this poem. Thanks for sharing.)
Thank you revered Sir for your great remark and sensible heart for the Mother tongue.
ମୋ ଆୟୁଷ, ସବୁ କିଛି ଜୀବନ ର ସବୁଜ ସପନ ଲେଖିଦେବି ପ୍ରଣୟ ର ସାତ ରଙ୍ଗେ, ସବୁତକ ବର୍ଣ.... great poem my dear..10+++
ମୋ ଆୟୁଷ, ସବୁ କିଛି ଜୀବନ ର ସବୁଜ ସପନ ଲେଖିଦେବି ପ୍ରଣୟ ର ସାତ ରଙ୍ଗେ, ସବୁତକ ବର୍ଣ.... Beautiful poem.10++
This poem has not been translated into any other language yet.
I would like to translate this poem
ମୋ ଆୟୁଷ, ସବୁ କିଛି ଜୀବନ ର ସବୁଜ ସପନ ଲେଖିଦେବି ପ୍ରଣୟ ର ସାତ ରଙ୍ଗେ, ସବୁତକ ବର୍ଣ.... Wow, what a romantic write dear poet! Thanks for this golden sharing. 10+++