ଛୁଅଁନାହିଁ ମୋ ଶବକୁ (Don't Touch My Dead Body) Poem by Dr Dillip K Swain

ଛୁଅଁନାହିଁ ମୋ ଶବକୁ (Don't Touch My Dead Body)

Rating: 5.0

ସତ କହିଲେ
ମୁଁ ମଶାଣିକୁ ଯିବି
ଆଉ ମିଛ କହି କହି
ଜଗତ ଯିତିବି!

ନାହିଁ ମୋର
ଜଗତ ଜିତିବାର ଇଛା,
ମୋତେ ନିଅ ମଶାଣୀକୁ
ଆଉ ଡାକ ଦୁଇ ସାଧୁଙ୍କୁ
ପିନ୍ଧାଇ ଦେବେ ସେମାନେ
ମଲା ଏକ ତିମିମାଛ ପରି
ମୋ ଦୀର୍ଘକାୟ ଶରୀରରେ
ଦୁଇଟି ସଜ ଫୁଲମାଳ!

ଛୁଅଁନାହିଁ ମୋ ଶବକୁ!

ଡାକିଆଣ ଦୁଇ ସାଧୁଙ୍କୁ
ନିଅନ୍ତୁ ଟେକି ଟେକି
ହାଉଲେ ହାଉଲେ
ମୋ କୋକେଇ
ଆମ ଗାଁ ମଶାଣୀକୁ...

Copyright @ Dillip K Swain

COMMENTS OF THE POEM
Anil Kumar Panda 15 December 2023

Poem ti bahut sundar heichi. Dhanyabad.

0 0 Reply
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success