ଗୀତାଞ୍ଜଳିରକବିତା -4
ହେ ମୋର ଜୀବର ଜୀବନ,
ରଖିବି ପବିତ୍ର ଏ ଶରୀର ମୋର,
କାରଣ ଜାଣେ ମୁଁ
ମୋ ଶରୀରରପ୍ରତିଟି ଅଙ୍ଗ
ଧରିଛି ତୁମ ଜୀବନ -ପରଶ l
ମୁକ୍ତରଖିବି ମୋ ଚିନ୍ତନକୁ
ମିଥ୍ୟା ଅସତ୍ୟପଥରୁ,
କାରଣ, ଜାଣେମୁଁ
ତୁମେହିଁସତ୍ୟ,
ଯେଜଳାଇରଖିଛ
ମୋଜ୍ଞାନରଆଲୋକl
ହେବିମୁଁ ସତତଚେଷ୍ଟିତ
ରଖିବାକୁଲୟ, ସତ୍ୟ—ପୁଷ୍ପରେକେନ୍ଦ୍ରିତ,
କରି ନିର୍ବାସିତ,
ଯେତେସବୁଚିନ୍ତାଅନିଷ୍ଟକର,
କାରଣଜାଣେ ମୁଁ
ମୋ ହୃଦୟମନ୍ଦିର ରେ
ତୁମେ, କେବଳ ତୁମେ ହିଁ, ଅଧିଷ୍ଠିତଈଶ୍ଵର l
କରିବିମୁଁଚେଷ୍ଟା, ମୋ କIମ ରେ
ଫୁଟାଇବାକୁ ତୁମପ୍ରତିଛବି,
କାରଣଜାଣେ ମୁଁ
ତୁମେହିଁ ଭରିଛ, ମୋ ଶରୀର ମନରେ,
ସକଳଶକ୍ତି l
Thank you Dr. Dillip Kumar Swain for reading my poem and your kind appreciation.
କରିବିମୁଁଚେଷ୍ଟା, ମୋ କIମ ରେ ଫୁଟାଇବାକୁ ତୁମପ୍ରତିଛବି, କାରଣଜାଣେ ମୁଁ ତୁମେହିଁ ଭରିଛ, ମୋ ଶରୀର ମନରେ, ସକଳଶକ୍ତି l....Beautiful translation! I liked your humble intention and strong determination expressed through this work....! May God give you strength to produce many such wonderful pieces! Many congratulations!
Thank you Sri Kumaramani Mahakul for your kind reviews of my Odia translation of poem from Gitanjali. It encourages me immensely to translate more from the book.
God is truth and soul is truth. The flame of light of knowledge within soul is lit by Eternal Father who is our God. A deeply philosophical poem is beautifully drafted. This poem carries lovely essence..10
This poem has not been translated into any other language yet.
I would like to translate this poem
ହେ ମୋର ଜୀବର ଜୀବନ, ରଖିବି ପବିତ୍ର ଏ ଶରୀର ମୋର, କାରଣ ଜାଣେ ମୁଁ ମୋ ଶରୀରରପ୍ରତିଟି ଅଙ୍ଗ ଧରିଛି ତୁମ ଜୀବନ -ପରଶ l.........ଖୁବ ପ୍ରଭାବଶାଳୀ ହୋଇଛି ଏ ଲେଖା, ପବିତ୍ର ଶରୀର କଥା ହୋଇଛି ବର୍ଣିତ, ଗୀତାଞ୍ଜଳିର କବିତା ହେଲା ହୃଦବୋଧ ଅନୁବାଦ ପାଇଁ ଧନ୍ୟ ବୋଲୁଛି ଆପଣେ ଓଡିଆ ପାଇଁ ମମତା ରହିଥାଉ ସଦା ।