ମୋ ପ୍ରିୟା
ତୁମେ ମୋତେ
ପର କରି ଦେବ
ଭାବି ମୁଁ ନଥିଲି
କେବେ ସ୍ୱପ୍ନରେ!
ଅଛ ତୁମେ କେଉଁଠି?
କିପରି ମୋ' ପ୍ରିୟା?
ଭାବୁଛି ମୁ ତୁମ କଥା
ନିଶି ଦିନ
ଶୟନେ, ଶପନେ
ନିଦ ଜାଗରଣେ
ରୁହ ତୁମେ
ସୁଖ ଓ ଶାନ୍ତିରେ
ମୋ' ପ୍ରିୟା!
Copyright @ Dillip K Swain
This poem has not been translated into any other language yet.
I would like to translate this poem