ପହିଲି ଉଷା ର ରଙ୍ଗେ ରଙ୍ଗେ ପ୍ରିୟ
ଚମକେ ତମରି ଦେହ
କସ୍ତୁରୀ ମୃଗ ର ବାସ ରେ ବାସ ରେ
ମୋ ହୃଦୟ ମହ ମହ
ଜଣେ ଆଙ୍କୁଥାଏ ଅୟମାରମ୍ଭ ଏ
ନିଶ୍ଚିତ ଅନ୍ତ ଟିର,
ଆର ତୁଳୀ ଆଙ୍କେ ଅନ୍ତିମ ଚରଣ
ଚିରନ୍ତନ ଆରମ୍ଭ ର ।।
ଜଣେ ଆଙ୍କୁଥାଏ ଅୟମାରମ୍ଭ ଏ ନିଶ୍ଚିତ ଅନ୍ତ ଟିର, ଆର ତୁଳୀ ଆଙ୍କେ ଅନ୍ତିମ ଚରଣ sir very beautiful imagination your poem 10+++++++
Thanks Ranjan for such lavishing remarks and beautiful words of encouragement.
One paints the beginning of a certain end. The other, the end of a sure beginning. କସ୍ତୁରୀ ମୃଗ ର ବାସ ରେ ବାସ ରେ ମୋ ହୃଦୟ ମହ ମହ A great translation indeed, sounds more pleasant than the original one. 10+++++
Priyanka, Thanks for such lavishing remarks and beautiful words of encouragement.
କସ୍ତୁରୀ ମୃଗ ର ବାସ ରେ ବାସ ରେ ମୋ ହୃଦୟ ମହ ମହ A great translation indeed, sounds more pleasant than the original one. 10++++
Alina, Thanks for such lavishing remarks and beautiful words of encouragement.
Sonali, Thanks for such lavishing remarks and beautiful words of encouragement.
Passing Time by Maya Angelou Your skin like dawn Mine like musk One paints the beginning of a certain end. The other, the end of a sure beginning.