ଝିପି ଝିପି ବରଶା ରେ
ଭିଯୁଛି ମୁଁ, ଲଭୁଛି ଆନନ୍ଦ
ମହା ଆନନ୍ଦରେ ଆଜି
ନାଚୁଛି ମୋ ମନ
ବରଶା ର ତାଳେ ତାଳେ
ବହୁଅଛି ପୂବେଇ ପବନ!
ନାଚୁଛି ମୋ କଅଁଳିଆ ମନ
ମୋର ଏଇ କବି ପ୍ରାଣ!
English version
__________
I enjoy the arrival of rain
My poetic soul is dancing
With the tiny drops of rain
With the tender touch of
Eastern wind!
Copyright@ Dillip K Swain
This poem has not been translated into any other language yet.
I would like to translate this poem
Simply beautiful TFS