The Smile Of The Taksak-102: (ଦୁଇଟି ତାହାର ଫଣା-02 Odia Poem) Poem by Subhas Chandra Chakra

The Smile Of The Taksak-102: (ଦୁଇଟି ତାହାର ଫଣା-02 Odia Poem)

Rating: 5.0

ଦୁଇଚି ତାହାର କଣା-

ଗୋଟିଏ ତା ଆଖି ଶାଗୁଣା ଚାହାଣୀ,

କହରା ନିଶ କୁ ବିଷ ଭରା ଧ୍ୱନି

ଷଣ୍ଢ ପରି କରେ ତଦାରଖ ଶ୍ରେଣୀ

ଭାରି ଅବା ଜାଣିବା ର ! !

ଆରଟି ତାହାର ସଁବାଳୁଆ ଛୁଆଁ,

କଅଁଳ ବୟସୀ ବୁଲାଏ ସେ ଭୁଆଁ

ଅକାଳେ, ଅବେଳେ, ଆପଣା ପ୍ରକୋଷ୍ଢେ

ବର ଦିଏ ବାର ବାର ।।

Sunday, September 17, 2017
Topic(s) of this poem: ambiguity,evil,human being,human brain,smile,society
COMMENTS OF THE POEM
soumya 19 November 2017

ଦୁଇଚି ତାହାର କଣା- ଗୋଟିଏ ତା ଆଖି ଶାଗୁଣା ଚାହାଣୀ, କହରା ନିଶ କୁ ବିଷ ଭରା ଧ୍ୱନି Thank you for sharing this poem 10+++++

0 0 Reply
D Priyanka Singh 18 September 2017

ଗୋଟିଏ ତା ଆଖି ଶାଗୁଣା ଚାହାଣୀ, କହରା ନିଶ କୁ ବିଷ ଭରା ଧ୍ୱନି ଷଣ୍ଢ ପରି କରେ ତଦାରଖ ଶ୍ରେଣୀ ଭାରି ଅବା ଜାଣିବା ର! ! People of no depth in knowledge boss over a number of institutions in our country. It has to be fought against. 10++++

0 0 Reply
Seema Sharma Rimi 18 September 2017

ଗୋଟିଏ ତା ଆଖି ଶାଗୁଣା ଚାହାଣୀ, କହରା ନିଶ କୁ ବିଷ ଭରା ଧ୍ୱନି ଷଣ୍ଢ ପରି କରେ ତଦାରଖ ଶ୍ରେଣୀ ଭାରି ଅବା ଜାଣିବା ର! ! I have this experience with a man, shallow in knowledge who served as a headmaster in a CBSE school in our state. This poem appears funny and makes me remember that fellow. A great poem supporting the fight for true education and School management. 10+++++

1 0 Reply
Sanjukta Sahoo 18 September 2017

ଆରଟି ତାହାର ସଁବାଳୁଆ ଛୁଆଁ, କଅଁଳ ବୟସୀ ବୁଲାଏ ସେ ଭୁଆଁ ଅକାଳେ, ଅବେଳେ, ଆପଣା ପ୍ରକୋଷ୍ଢେ ବର ଦିଏ ବାର ବାର ।। There are many offices where the boss tortures the young lady subordinates by calling them to his personal chamber. They have none to complain against in the fear of losing the very job. This is a serious problem in the society. No gender equality at all. Thanks for the nice poem. 10+++++

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success