The Smile Of The Taksak-103: (ଦୁଇଟି ତାହାର ଫଣା-03 Odia Poem) Poem by Subhas Chandra Chakra

The Smile Of The Taksak-103: (ଦୁଇଟି ତାହାର ଫଣା-03 Odia Poem)

Rating: 5.0

ଦୁଇଟି ତାହାର ଠଣା-

ଗୋଟିଏ ତା ପାଇଁ ଜୀବନ ର ପଣ,

ଦୁ8ଶାସନ ସାଜି ଦ୍ରୌପଦୀ କଲ୍ୟାଣ,

କରିବ କେମିତି ଭାବେ ରାତି ଦିନ-

ପରିବାର ପଛ କରି!


ଆରଟି ତା ପାଇଁ ଚାଟୁକାର ମେଳ,

ପାରିଷଦ ସାଥେ ମଦ ମାଂସ ଝୋଳ,

ନଗ୍ନ ନାରୀ ଦେହ ଚିତ୍ରଣ ରେ ଭୋଳ-

ଜ୍ଞାନ ର ସେ ଆଲମାରୀ! !

Sunday, September 17, 2017
Topic(s) of this poem: ambiguity,evil,human and animal,human brain,smile,social behaviour,society
COMMENTS OF THE POEM
Seema Sharma Rimi 18 September 2017

Yes there are so many evil characters hidden in many important positions of society. They are rapists in disguise acting as saviours of women. Such people are to be traced and eliminated.

4 0 Reply
Seema Sharma Rimi 18 September 2017

Thanks for adding such a lovely poem.10++++ for it.

4 0 Reply
D Priyanka Singh 18 September 2017

Thanks poet for such a voice against sycophants clad bosses and the heinous crimes against women. 10++++ for it.

3 0 Reply
Anita Aparajita Das 18 September 2017

ଆରଟି ତା ପାଇଁ ଚାଟୁକାର ମେଳ, ପାରିଷଦ ସାଥେ ମଦ ମାଂସ ଝୋଳ, ନଗ୍ନ ନାରୀ ଦେହ ଚିତ୍ରଣ ରେ ଭୋଳ- ଜ୍ଞାନ ର ସେ ଆଲମାରୀ! ! People so shallow in every field should not enter the administrative jobs, Principals, MDs, Professors should be sensitive towards women and children. Thanks Subhas for sharing so nicely penned poem. 10+++++

2 0 Reply
soumya 19 November 2017

ଆରଟି ତା ପାଇଁ ଚାଟୁକାର ମେଳ, ପାରିଷଦ ସାଥେ ମଦ ମାଂସ ଝୋଳ, ନଗ୍ନ ନାରୀ ଦେହ ଚିତ୍ରଣ ରେ ଭୋଳ- ଜ୍ଞାନ ର ସେ ଆଲମାରୀ! ! It's a great poem for evil minded people who misbehaves women.Thank u sir for sharing this poem.

0 0 Reply
soumya 19 November 2017

ଆରଟି ତା ପାଇଁ ଚାଟୁକାର ମେଳ, ପାରିଷଦ ସାଥେ ମଦ ମାଂସ ଝୋଳ, ନଗ୍ନ ନାରୀ ଦେହ ଚିତ୍ରଣ ରେ ଭୋଳ- ଜ୍ଞାନ ର ସେ ଆଲମାରୀ! ! It's a great poem for evil minded people who misbehaves women.Thank u sir for sharing this poem.

0 0 Reply
soumya 19 November 2017

ଆରଟି ତା ପାଇଁ ଚାଟୁକାର ମେଳ, ପାରିଷଦ ସାଥେ ମଦ ମାଂସ ଝୋଳ, ନଗ୍ନ ନାରୀ ଦେହ ଚିତ୍ରଣ ରେ ଭୋଳ- ଜ୍ଞାନ ର ସେ ଆଲମାରୀ! ! It's a great poem for evil minded people who misbehaves women.Thank u sir for sharing this poem.

0 0 Reply
Anuranjita Ghadei 20 September 2017

Thanks for the step towards fighting this evil of eve teasing and gender disparity. Loved the linesଦୁ8ଶାସନ ସାଜି ଦ୍ରୌପଦୀ କଲ୍ୟାଣ, କରିବ କେମିତି ଭାବେ ରାତି ଦିନ- ପରିବାର ପଛ କରି! Thanks for the sharing of the lovely poem.10++++

0 0 Reply
Sabita Sahoo 18 September 2017

ଦୁ8ଶାସନ ସାଜି ଦ୍ରୌପଦୀ କଲ୍ୟାଣ, କରିବ କେମିତି ଭାବେ ରାତି ଦିନ- ପରିବାର ପଛ କରି! A nicely penned satire against eve teasing and gender inequality, a trend of the day. Your poem initiates a step towards fighting that evil trend out. Thanks poet. 10++++

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success