The Smile Of The Taksak-104: (ଦୁଇଟି ତାହାର ଫଣା-04 Odia Poem) Poem by Subhas Chandra Chakra

The Smile Of The Taksak-104: (ଦୁଇଟି ତାହାର ଫଣା-04 Odia Poem)

Rating: 5.0

ଦୁଇଟି ତାହାର ଫଣା-

ଗୋଟିଏ ଦେଖାଏ ତା ନିରୀହ ପଣ,

ମାଲିକ ଆଗରେ କୁକୁର ର ଗୁଣ,

ପକେଟେ ଘୁଟୁକା, ମାଗିଥାଏ ପାନ-

ବୁଲେ ପର ପେଟ୍ରୋଲ ରେ!


ଆରଟି ତାହାର ତକ୍ଷକ ର ମୁହଁ,

ସାଧୁ, ଜ୍ଞାନୀ, ଗୁଣୀ ମୁଖେ ଭରେ ଲୁହ,

କଅଁଳ ମନ ର ସବୁଜ ଭୂଇଁ କୁ -

ଜାଳେ, ଭରେ ହାହାକାରେ! !

Sunday, September 17, 2017
Topic(s) of this poem: ambiguity,evil,friend,human and animal,human brain,smile,social behaviour,society
COMMENTS OF THE POEM
Seema Sharma Rimi 18 September 2017

ଆରଟି ତାହାର ତକ୍ଷକ ର ମୁହଁ, ସାଧୁ, ଜ୍ଞାନୀ, ଗୁଣୀ ମୁଖେ ଭରେ ଲୁହ, କଅଁଳ ମନ ର ସବୁଜ ଭୂଇଁ କୁ - ଜାଳେ, ଭରେ ହାହାକାରେ! ! I agree with you in this regard. These are people who kill the innocence off humanity. 10+++++ for the poem shared.

2 0 Reply
Soumya Ranjan Rout 19 November 2017

ଗୋଟିଏ ଦେଖାଏ ତା ନିରୀହ ପଣ, ମାଲିକ ଆଗରେ କୁକୁର ର ଗୁଣ, ପକେଟେ ଘୁଟୁକା, ମାଗିଥାଏ ପାନ- ବୁଲେ ପର ପେଟ୍ରୋଲ ରେ! It's a great poem against that people whose are praying politicians for himself.thanks for sharing it10+++++

2 0 Reply
Anuranjita Ghadei 20 September 2017

ଗୋଟିଏ ଦେଖାଏ ତା ନିରୀହ ପଣ, ମାଲିକ ଆଗରେ କୁକୁର ର ଗୁଣ, ପକେଟେ ଘୁଟୁକା, ମାଗିଥାଏ ପାନ- ବୁଲେ ପର ପେଟ୍ରୋଲ ରେ! There are so many people of the kind today in the society now. The evil ones spoil the social attitude in the new generation. They are to be fired. Thanks for the sharing of the lovely poem.10++++

2 0 Reply
Sabita Sahoo 18 September 2017

କଅଁଳ ମନ ର ସବୁଜ ଭୂଇଁ କୁ - ଜାଳେ, ଭରେ ହାହାକାରେ! ! The innocence at present is regarded a weakness by many people, especially the evil minded people with ambiguity in their minds, your poem will add strength to those who fight against this social evil. 10++++

2 0 Reply
Anita Aparajita Das 18 September 2017

ସାଧୁ, ଜ୍ଞାନୀ, ଗୁଣୀ ମୁଖେ ଭରେ ଲୁହ, କଅଁଳ ମନ ର ସବୁଜ ଭୂଇଁ କୁ - ଜାଳେ, ଭରେ ହାହାକାରେ! ! The devil serpent has two hoods, trough which it puts venom into a developing society. Such activities have to be uprooted. Time has come to start a fight in a new way with a fresh heart. Thanks for the sharing of this great poem. 10++++++

2 0 Reply
D Priyanka Singh 18 September 2017

ଇଟି ତାହାର ଫଣା- ଗୋଟିଏ ଦେଖାଏ ତା ନିରୀହ ପଣ, ମାଲିକ ଆଗରେ କୁକୁର ର ଗୁଣ, ପକେଟେ ଘୁଟୁକା, ମାଗିଥାଏ ପାନ- ବୁଲେ ପର ପେଟ୍ରୋଲ ରେ! Cheap people are bosses at big places. Such a tragedy. Thanks for raising voice against such devils in our society, thanks for this great poem. 10+++++

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success