କେବେ ଆସେ ଦୁଃଖ,
କେବେ ଆସେ ସୁଖ!
କେବେ ଆସେ ହସ
କେବେ ଆସେ କାନ୍ଦ!
ଏ ଜୀବନ ରାସ୍ତାରେ
ଆସୁଥାଏ କେବେ ଖରା
ଆଉ କେବେ ଛାଇ!
ଏ ଜୀବନଟା
ନୁହେଁ ଏକ ସଳଖ ଗାର
ଅଟେ ଏକ ଅଙ୍କା ବଙ୍କା ନଇ!
କୌଣସି କଥାରେ
ମନ ଦୁଃଖ କରନାହିଁ!
Copyright @ Dillip K Swain
This poem has not been translated into any other language yet.
I would like to translate this poem
କୌଣସି କଥାରେ ମନ ଦୁଃଖ କରନାହିଁ!