ଫଗୁଣଆସିଛି
ଫଗୁଣଆସିଛିଦେଖ, ହେ ଫାଲ୍ଗୁନୀସଖା,
ଫଗୁ ଖେଳେ ଆନନ୍ଦ ବିଭୋରତୁମ ସଖିସଖା,
ଫଳ ପୁଷ୍ପେ ପରିପୂର୍ଣ୍ଣତୁମଉଦ୍ୟାନବାଟିକା,
ଫୁଟିପଡେଅସ୍ତାଚଳେ ଲୋହିତଛିଟିକାl
ଫେନିଳଶଯ୍ୟା ପରେ ଯାଇଛ କିଶୋଇ,
ଫେଡ଼ିବଦୁଃଖ ବୋଲି ମୋର, ଅପେକ୍ଷିଚିଭାବ ଗ୍ରାହୀl
ଫେଡ଼ାଣ ମିଶାଣଯେତେ ମୋ ଜୀବନ ର
ଫାଙ୍କ ଅବା ଯୋଗ, ସବୁ ତୁମର ଖେଳ!
ଫାଟ ଯେତେଏ ଜୀବନ ର ଯାଈଛିତଯୋଡି ତୁମରିଆଶିସେ
ଫୁଟିଉଠେଜୀବନର ଆଲ୍ହାଦ ତୁମପ୍ରେମ ପରଶେl
ଫାଙ୍କିବନି କେବେମୋତେ, ଦିଅ ପ୍ରତିଶୃତି,
ଫେରିବା ପଥେ ମୋରଦେଖୁଥିବି, ତୁମପ୍ରୀତିଛବିl
ଫେନିଳଶଯ୍ୟା ପରେ ଯାଇଛ କିଶୋଇ, ଫେଡ଼ିବଦୁଃଖ ବୋଲି ମୋର, ଅପେକ୍ଷିଚିଭାବ ଗ୍ରାହୀl ଫେଡ଼ାଣ ମିଶାଣଯେତେ ମୋ ଜୀବନ ର ଫାଙ୍କ ଅବା ଯୋଗ, ସବୁ ତୁମର ଖେଳ! ......outstanding conceptualization with lofty theme. This is really a beautiful poem on spring, festival and spirituality having on the base of philosophy. Many thanks dear madam for sharing this heart touching poem in odiya language with us. Full vote.
This poem has not been translated into any other language yet.
I would like to translate this poem
କୃଷ୍ଣ ପାଦେ ମୋର ଲାଗିଛି ମନ ଗୋ ମୟୂର ଚୁଳିଆ ସେହି, ତାକୁ ଯିଏ ଭଜେ ସିଏ ମୋର ପ୍ରିୟ କହି ରଖିଲି ମୁ ଏହି...କୃଷ୍ଣ ଫଗୁଣ ରେ ହୋଲି ଖେଳି ଆମ ମନକୁ ରଙ୍ଗରେ ଭାରି ଦିଅନ୍ତି ଓ ଆମେ ତାଙ୍କୁ ଦିନ ରାତି ଭଜୁ....ସେ ହିଁ ରଖିବେ ସେ ହିଁ ତାରିବେ...ଜୟ ଜଗନ୍ନାଥ..I loved this poem very much. This poem is excellent one! ..10++