ଅନୁଭବ
ତୁମେ ଉତାରି ରଖିଥିବା
କୋଟକୁଛୁଇଁ
ମୁଁବେଳେବେଳେ ତୁମକୁଅନୁଭବକରେ
ତୁମେପାଖରେନଥିଲେ ବି
ତୁମରଅନୁଭବଥାଏ l
ଏବେ ମୁଁ ବୁଝୁଚି,
ସେଠିମୋ ଭଲପାଇବାଥାଏ l
ଏମିତି କେତେକ ସମୟଆସିଛି,
ତୁମେମୋରଖୁବନିକଟରେଥିଲେ ବି
ମୋ ପାଖରେନ ଥାଅl
ଏବେବୁଝୁଚି
ସେଠିବୋଧେମୋ ଭଲପାଇବାନଥିଲା l
ଜୀବନରେ ଉଠାଣ(uthanna)- ପତନପଥରେ
ମୋବୁଝିବା ନେଇ
ତୁମକୁପାଇଛି, ହରାଇଛିଆଉପାଇଛି l
ଆଜିସେଥି ପାଇଁ
ଯେତେସବୁତୁମ ନଥିବାମୁହୂର୍ତ୍ତମାନଙ୍କୁ
ଆହ୍ୱାନ କରି
ମୋଭଲ ପାଇବାରେଭରି ଦେଉଛି,
କାରଣମୋଭଲପାଇବା ହିଁ
ମୋର ପୁର୍ଣ୍ଣତାl
ଆସ , ମୁଁମୋ ଭଲ ପାଇବାରେ
ସବୁ ଶୂନ୍ୟତାପୂରଣକରିଦେବିl
ସମ୍ମାନନୀୟ କୁମାରମଣି ମହାକୁଳ ମହୋଦୟ ଆପଣଙ୍କର ଉତ୍ସାହପ୍ରଦ ମତାମତ ପାଇଁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି l ଆପଣଙ୍କ ଲେଖନୀ ସଦା କୁସୁମିତ ରହୁ l
ଜୀବନରେ ଉଠାଣ(uthanna) - ପତନପଥରେ ମୋବୁଝିବା ନେଇ ତୁମକୁପାଇଛି, ହରାଇଛିଆଉପାଇଛି l ଆଜିସେଥି ପାଇଁ ଯେତେସବୁତୁମ ନଥିବାମୁହୂର୍ତ୍ତମାନଙ୍କୁ ଆହ୍ୱାନ କରି ମୋଭଲ ପାଇବାରେଭରି ଦେଉଛି, କାରଣମୋଭଲପାଇବା ହିଁ ମୋର ପୁର୍ଣ୍ଣତାl....... bhala paibar o anubhabara eha eka bastaba chitra. Chamatkar barnana. (Fantastic expression. Beautiful poem. Thanks for sharing.)
This poem has not been translated into any other language yet.
I would like to translate this poem
I want to read your poems in oriya, is there any website that translates this language in Hindi, English or Urdu?
I have translated some of my poems and posted both the English and Odia versions on Poem Hunter.
Thank you Akhtar Jawad ji for liking my poems and your interest to read also my Odia poems.I do not know any website doing translation from Odia to English.Though google makes translation of words from English to Odia and vise versa, I do not feel it comes anywhere closer to the real meaning of a word.Some translated words convey even opposite meaning.