ନାଉରୀ
ଯେନାଉରୀକୁ ମୁଁ ଡାକି ଥିଲି
ମନେମନେ ହାତ ଠାରି
କରିବାକୁ ପାରି
ତାନାଵରେ , ଏପାରି ରୁସେପାରି
ରହିଲା ସେ ଦୂରେ ଦୂରେ ମନ ମାରି
ଯାଏ ଭାସିମୋ ଜୀବନନୌକା
ଯାଉଛି ମୁଁ ଏକା ଏକା
ଦେଖିଚି ସମୟର ଯେତେ ଉଠା ପକା
ମୋର ହସକାନ୍ଦ, ସୁଖଦୁଃଖ
ଲଦା ମୋନୌକାରେ
କେଜାଣିକେବେ ପହୁଁଚିବଘାଟମୁଣ୍ଡରେ
ସେମାନଙ୍କୁ ଉତାରି ଦେଇ
ଶୂନ୍ୟ ନାଵ ହୋଇ ଯିବି
ଶୂନ୍ୟେଶୂନ୍ୟେ ମହାଶୂନ୍ୟେ
ମୋ ସଖା ନାଉରୀ କୁ ଭେଟିବି
ତା ଆତ୍ମାରେହୋଇମୁଁ ବିଲୀନ
ହେବି ମୁଁ ଚୀରଞ୍ଜିବୀ I
ସଂଘର୍ଷମୟ ଜୀବନରେ ଆନନ୍ଦର ଟିକିଏ ଖୁସିକୁ ଉପଭୋଗ କରିବାର ମଜା ଅପାର........ଆପଣଙ୍କ ଜୀବନ ଆନନ୍ଦ ମୟ ହେଉ .........
Kabi Bhagabata Prasad Hotta, apananka sadichha paain, aneka dhanyabad. Iswara apanka jibanaku mangalamaya karantu.
ଶୂନ୍ୟ ନାଵ ହୋଇ ଯିବି ଶୂନ୍ୟେଶୂନ୍ୟେ ମହାଶୂନ୍ୟେ ମୋ ସଖା ନାଉରୀ କୁ ଭେଟିବି Lovely poem shired I enjoy this poem
Dhanyabad kabi Rajendra Rout. Mora odia kabita gudikara agrahi pathaka hisabare mote sarbada utsahita karithibaru apana mora antarika krutagyanta grahana karibe.
ଯାଏ ଭାସିମୋ ଜୀବନନୌକା ଯାଉଛି ମୁଁ ଏକା ଏକା ଦେଖିଚି ସମୟର ଯେତେ ଉଠା ପକା ମୋର ହସକାନ୍ଦ, ସୁଖଦୁଃଖ ଲଦା ମୋନୌକାରେ...what a beautiful expression! I greatly admire the poetic beauty of this sweet little piece of poetry! (10)
ଏହା ଏକ ଜୀବନ ଦର୍ଶନ ସମନ୍ଧୀୟ ଉତ୍କୃଷ୍ଟ କବିତା ଆପଣଙ୍କ ହାତରେ ପ୍ରସ୍ଫୁଟିତ ହୋଇଛି । ମୋତେ ଯେଉଁ କେତୋଟି ପଂକ୍ତି ବେଶୀ ଭଲ ଲାଗୁଛି ତାହା ହେଲା... ଯାଏ ଭାସିମୋ ଜୀବନନୌକା ଯାଉଛି ମୁଁ ଏକା ଏକା ଦେଖିଚି ସମୟର ଯେତେ ଉଠା ପକା ମୋର ହସକାନ୍ଦ, ସୁଖଦୁଃଖ ଲଦା ମୋନୌକାରେ କେଜାଣିକେବେ ପହୁଁଚିବଘାଟମୁଣ୍ଡରେ..... ବିଶେଷ ଧନ୍ୟବାଦ, କବୟତ୍ରୀ ମହାଶୟା । (This is a beautiful philosophical poem so nicely executed. Regarding life and its linkage with boat is so realistic. Thanks for sharing.) 10
ମହାଶୟ, ଆପଣ ମୋ ଓଡ଼ିଆ କବିତା ଗୁଡିକ ପଠନ ପୂର୍ବକ ସେଗୁଡିକ ଉପରେ ସୁନ୍ଦର ବିଶ୍ଳେଷଣପୁର୍ଣ ମତାମତ ଦେଇ ମୋତେ ଅନୁଗୃହୀତ କରିଛନ୍ତି I ସେଥିପାଇଁ ଆପଣଙ୍କୁ ମୋ ହୃଦୟର କୃତଜ୍ଞତା ଜ୍ଞାପନ କରୁଛି I
This poem has not been translated into any other language yet.
I would like to translate this poem
ଯାଏ ଭାସିମୋ ଜୀବନନୌକା ଯାଉଛି ମୁଁ ଏକା ଏକା ଦେଖିଚି ସମୟର ଯେତେ ଉଠା ପକା ମୋର ହସକାନ୍ଦ, ସୁଖଦୁଃଖ ଲଦା ମୋନୌକାରେ......here the essence of the poem is hidden deeply. So philosophical touch. Brilliant poem.