ଆଲ୍ଲାଦୀନର ମନ୍ତ୍ର Poem by Bharati Nayak

ଆଲ୍ଲାଦୀନର ମନ୍ତ୍ର

Rating: 5.0

ଆଲ୍ଲାଦୀନର ମନ୍ତ୍ର
ପ୍ରାଚୀରଘେରାବନ୍ଦୀଶାଳା ରେ
ମୁଁ ବସିଥିଲିଏକୁଟିଆ
ଖୋଜୁଥିଲିରାସ୍ତାଟିଏ
ଦେଖିବାକୁଦିନର ଆଲୋକ
ରୁଦ୍ଧଶ୍ଵସଆତ୍ମା ମୋର
ଖୋଜୁଥିଲାରାହାଟିଏI

କର୍ଣ ଗହ୍ଵର ରେକେହିଜଣେ
ମନ୍ତ୍ରଟିଏଫୁଙ୍କି ଦେଲା
ଆଲ୍ଲାଦୀନ ର ପ୍ରଦୀପଭଳି
ଶକ୍ତିଶାଳୀସେମନ୍ତ୍ର I
କହିଲାସେ
କେମିତି ଲଙ୍ଘିବାକୁ ହୁଏ
ଅଲଙ୍ଘ୍ୟପାଚେରୀ ,
ମନ ମଧ୍ୟେକରିଶକ୍ତି ଏକତ୍ରିତ
ଧାଇଁବାକୁ ହୁଏ
ପ୍ରାଚୀରମଧ୍ୟଦେଇ
ହାରିପଟ୍ଟର ଭଳି,
ନିଜକୁ କରି ଶକ୍ତିରେରୂପାନ୍ତରିତ,
କ୍ଷଣମଧ୍ୟେଭ୍ରମିହୁଏ
ସାରା ବିଶ୍ଵ
ପଲକମଧ୍ୟେପହଞ୍ଚିଯାଇ ହୁଏ
ଈଶ୍ଵରଙ୍କ ପାଶେI

Thursday, October 11, 2018
Topic(s) of this poem: life,spiritual
COMMENTS OF THE POEM
Dr Dillip K Swain 06 November 2022

An excellent poem.. loved it dear poetess.

0 0 Reply
Rajendra Rout 23 April 2019

କର୍ଣ ଗହ୍ଵର ରେକେହିଜଣେ ମନ୍ତ୍ରଟିଏଫୁଙ୍କି ଦେଲା ଆଲ୍ଲାଦୀନ ର ପ୍ରଦୀପଭଳି ଶକ୍ତିଶାଳୀସେମନ୍ତ୍ର I କହିଲାସେ କେମିତି ଲଙ୍ଘିବାକୁ ହୁଏ ଅଲଙ୍ଘ୍ୟପାଚେରୀ, ମନ ମଧ୍ୟେକରିଶକ୍ତି ଏକତ୍ରିତ ଧାଇଁବାକୁ ହୁଏ ପ୍ରାଚୀରମଧ୍ୟଦେଇ ହାରିପଟ୍ଟର ଭଳି, ନିଜକୁ କରି ଶକ୍ତିରେରୂପାନ୍ତରିତ, କ୍ଷଣମଧ୍ୟେଭ୍ରମିହୁଏ ସାରା ବିଶ୍ଵ ପଲକମଧ୍ୟେପହଞ୍ଚିଯାଇ ହୁଏ ଈଶ୍ଵରଙ୍କ ପାଶେI Lovely poem Thanks for sharing this poem 10++++++

0 0 Reply
Dr Dillip K Swain 11 October 2018

ମୁଁ ବସିଥିଲିଏକୁଟିଆ ଖୋଜୁଥିଲିରାସ୍ତାଟିଏ ଦେଖିବାକୁଦିନର ଆଲୋକ....scintillating imagination! A beautiful poem......10

0 0 Reply
Bharati Nayak 12 October 2018

Thank you Dillip for reading and inspiring me through your nice comments.

0 0
Kumarmani Mahakul 11 October 2018

କର୍ଣ ଗହ୍ଵର ରେକେହିଜଣେ ମନ୍ତ୍ରଟିଏଫୁଙ୍କି ଦେଲା ଆଲ୍ଲାଦୀନ ର ପ୍ରଦୀପଭଳି ଶକ୍ତିଶାଳୀସେମନ୍ତ୍ର I କହିଲାସେ କେମିତି ଲଙ୍ଘିବାକୁ ହୁଏ ଅଲଙ୍ଘ୍ୟପାଚେରୀ, .......ପଲକମଧ୍ୟେପହଞ୍ଚିଯାଇ ହୁଏ ଈଶ୍ଵରଙ୍କ ପାଶେI....so touching and impressive with nice theme. A beautiful poem so nicely executed.

0 0 Reply
Bharati Nayak 12 October 2018

Thank you Poet Sri Kumarmani Mahakul for your kind appreciation.

0 0
READ THIS POEM IN OTHER LANGUAGES
Close
Error Success