ଚୌକି Poem by Bharati Nayak

ଚୌକି

Rating: 5.0

ଚୌକି

ମୋଚୌକି ରଖାତିରିରେ
ମୁଁ ସିଧାହୋଇବସିଥାଏ,
ଆଉ ଆନମନା'ମୁଁ 'ଟିକୁ
ସଦା ବାନ୍ଧୁଥାଏ , ନିୟମ ରଡୋରରେ
କ୍ଷମତା , ପ୍ରତିପତ୍ତି
କେତେ କଣଆଲୋକରେ
ମୋ ମୁହଁ ଜଳୁ ଥାଏ

ମୋ ଆଗରେ
ଆଶାୟୀ ମୁହଁଟିମାନ,
ଅନେକଆଶା , ଅନେକ ନିବେଦନ!
ଯାଚନା, ପ୍ରତିଶୃତିପୂରଣରେ
ବିତି ଯାଏ ଦିନ ,
ବାହାର ରଏତେ ଆଲୋକ , ଅର୍ଦ୍ଧାଲୋକ
ଏତେସବୁ ନିୟମ, ବେନିୟମ,
ସତମିଛ ଅଙ୍କ କଷୁ କଷୁ
ଲାଗେ ସତେ
ମୋଭିତର ର'ମୁଁ 'ଟି
ହୋଇଛିଉଭାନ

Monday, January 28, 2019
Topic(s) of this poem: chair,power,social behaviour
POET'S NOTES ABOUT THE POEM
This is an ODIApoem.The meaning of the title is 'Chair'
COMMENTS OF THE POEM
Kumarmani Mahakul 12 February 2019

ଆଶାୟୀ ମୁହଁଟିମାନ ଝଲସି ଉଠହେ ବସିବା ପାଇଁ ଚୌକି ରେ ସଫଳତାର ଆଶାୟୀ ମୁହଁଟିମାନ, ! ଏହା ଏକ ଆବେଲନ ଓ ଆଲୋଡନ ମଧ୍ୟ.! ଚୌକି ରେ ରହିଛି ଯାଦୁ.! ଚୌକି ଅଟେ ନୀରୀମାଖି.! ଏହାର ଭାବକୁ କବିତା ରେ ନିଖୁଣ ଭାବରେ ପ୍ରତିଫଳନ କରିଥିବାରୁ ଆମ୍ଭେ ବହୁତ ଖୁସି.! ଏହା ଏକ ଉତ୍ତମ କବିତା ଅଟେ.! ଏହାକୁ ଆମ୍ଭେ ପୂର୍ଣ ୧୦ ନମ୍ବର ଦେଉ ଅଛୁ.! This is an excellent chair poem...10

0 0 Reply
Bri Edwards 04 February 2019

ମୁଁ ଟି ଉଭାନ, ଭଲ ଲାଗିଲା, ଧନ୍ୟବାଦ ok! Bharati, i admit i copied what Gajanan said. ;) i'll take his word(s) for it. i DO like your title: Chair. Thanks for Poet's Notes. bri (:

1 0 Reply
Bharati Nayak 04 February 2019

Thank you Bri Edwards for your appreciation.I really feel proud when poets and readers of foreign countries take notice of my native language ODIA.I must say it is a very rich language and it has got the status of a Classical language by the Government of India.

0 0
Gajanan Mishra 28 January 2019

ମୁଁ ଟି ଉଭାନ, ଭଲ ଲାଗିଲା, ଧନ୍ୟବାଦ

2 0 Reply
Bharati Nayak 28 January 2019

My humble thanks for your kind appreciation.

0 0
READ THIS POEM IN OTHER LANGUAGES
Close
Error Success