ଅସଫୁଟସ୍ବପ୍ନ Poem by Bharati Nayak

ଅସଫୁଟସ୍ବପ୍ନ

Rating: 5.0

ମୋରସ୍ବପ୍ନ
ଯେତେ ସବୁଅସ୍ଫୁଟ
ଶବ୍ଦମାନଙ୍କୁକରିଏକତ୍ରିତ
ଗୁନ୍ଥି ଦିଅନ୍ତି ମୁକ୍ତାର ମାଳାକରି
ନିଗାଡ଼ି ଦେଇ ହୃଦୟର ସମସ୍ତ ଆବେଗ
ଭିଜାଇ ଦେଇଆଖିରକାକରରେ
ମୋ ଆୟୁଷରଅୟୁତକ୍ଷଣମାନଙ୍କୁ
ସଜାଇରଖନ୍ତି
ଆଉ ଭେଟି ଦିଅନ୍ତି
ସେଇ ମହାର୍ଘଅର୍ଘ୍ୟ
ତା ପାଦ ତଳେ
ଯେ କରିଛି ପୂର୍ଣ୍ଣ
ଏଇମୋର ଅପୂର୍ବ ଜୀବନ- -

Friday, June 14, 2019
Topic(s) of this poem: dream,feelings
COMMENTS OF THE POEM
Kumarmani Mahakul 10 December 2020

ଗୀତଟିର ଭାବ ଅର୍ଥ ବହୁ ହୃଦସ୍ପର୍ସି ମନର ଆବେଗ ତବ ହୋଇଛି ପ୍ରକାଶ ସୃଷ୍ଟିକର୍ତ୍ତାଙ୍କ ର ଠାରେ ମନ ପ୍ରାଣ ଦେଇ ରଚିଛନ୍ତି ଏହି ଗୀତ ଆହା କି ସୁନ୍ଦର ।

0 0 Reply
Dr Dillip K Swain 24 June 2019

ଶବ୍ଦମାନଙ୍କୁକରିଏକତ୍ରିତ/ଗୁନ୍ଥି ଦିଅନ୍ତି ମୁକ୍ତାର ମାଳାକରି/ନିଗାଡ଼ି ଦେଇ ହୃଦୟର ସମସ୍ତ ଆବେଗ/ଭିଜାଇ ଦେଇଆଖିରକାକରରେ.......Endearing poetic expression! A beautiful poem loaded with powerful feelings and emotions...................10

0 0 Reply
Bharati Nayak 07 July 2019

Thank you Dillip for your wonderful comment and support.

0 0
Kumarmani Mahakul 15 June 2019

ମୋରସ୍ବପ୍ନ ଯେତେ ସବୁଅସ୍ଫୁଟ ଶବ୍ଦମାନଙ୍କୁକରିଏକତ୍ରିତ ଗୁନ୍ଥି ଦିଅନ୍ତି ମୁକ୍ତାର ମାଳାକରି ନିଗାଡ଼ି ଦେଇ ହୃଦୟର ସମସ୍ତ ଆବେଗ........ଚମତ୍କାର ଅବେଗର ସୁସ୍ଫୁଟ ବର୍ଣନା । ଗୁନ୍ଥି ନ୍ୟନ୍ତୁ କବୟତ୍ରୀ ନକରି ବିଳମ୍ବ । Very interesting inscription with nice penmanship. Really a beautiful poem on dream and feeling is so incisively posted.10

0 0 Reply
Bharati Nayak 07 July 2019

My humble thanks and gratitude for your beautiful words of appreciation.

0 0
READ THIS POEM IN OTHER LANGUAGES
Close
Error Success