ପାନ୍ଥଶାଳା-003 (Pantha Shala-03/Odia Poem) Poem by Subhas Chandra Chakra

ପାନ୍ଥଶାଳା-003 (Pantha Shala-03/Odia Poem)

Rating: 5.0

ତୁମରି ଛୁଆଁ ର କାଉଁରୀ ପରଶ

ଆଣୁଥିଲା ଜହ୍ନ ରାତି,

ମାଟି ରୁ ଆକାଶ, ମନ ରୁ ଅଗଣା

ଭରୁଥିଲା ମଧୁ ଗୀତି ।


ଜୋଛନା ମଦିରା ପ୍ରୀତି ପିଆଲା ରେ

ନୀଳ ଜହ୍ନ, ଢାଳୁଥିଲା-

ପ୍ରେମ ରଂଗ ଥିଲା ମନ ରେ ମନ ରେ

ଆଜି ରିକ୍ତ ପାନ୍ଥଶାଳା ।।

ପାନ୍ଥଶାଳା-003 (Pantha Shala-03/Odia Poem)
Sunday, September 24, 2017
Topic(s) of this poem: loneliness,lonely,longing,memoirs,old memory
COMMENTS OF THE POEM
Anita Aparajita Das 24 September 2017

ମାଟି ରୁ ଆକାଶ, ମନ ରୁ ଅଗଣା ଭରୁଥିଲା ମଧୁ ଗୀତି wow, a great lyrical poem. 10+++

6 0 Reply
Seema Sharma Rimi 27 September 2017

ଜୋଛନା ମଦିରା ପ୍ରୀତି ପିଆଲା ରେ ନୀଳ ଜହ୍ନ, ଢାଳୁଥିଲା- ପ୍ରେମ ରଂଗ ଥିଲା ମନ ରେ ମନ ରେ ଆଜି ରିକ୍ତ ପାନ୍ଥଶାଳା ।। Loved this line in the lovely lyrical poem shared. Thank sir. 10++++

4 0 Reply
Sanjukta Sahoo 27 September 2017

ଜୋଛନା ମଦିରା ପ୍ରୀତି ପିଆଲା ରେ ନୀଳ ଜହ୍ନ, ଢାଳୁଥିଲା- ପ୍ରେମ ରଂଗ ଥିଲା ମନ ରେ ମନ ରେ ଆଜି ରିକ୍ତ ପାନ୍ଥଶାଳା ।। A lonely heart crying the song of nostalgia. Thanks. 10+++++

2 0 Reply
Ranjan Kumar Ghosh 29 November 2017

ତୁମରି ଛୁଆଁ ର କାଉଁରୀ ପରଶ ଆଣୁଥିଲା ଜହ୍ନ ରାତି, ମାଟି ରୁ ଆକାଶ, ମନ ରୁ ଅଗଣା ଭରୁଥିଲା ମଧୁ ଗୀତି । Beautiful poem of love and passion in so lyrical manner. Thanks. 10+++

0 0 Reply
Rajendra Rout 29 November 2017

ପ୍ରେମ ରଂଗ ଥିଲା ମନ ରେ ମନ ରେ ଆଜି ରିକ୍ତ ପାନ୍ଥଶାଳା ।। Loved this line in the lovely lyrical poem shared. Thank sir. 10+++

0 0 Reply
Soumya Ranjan Rout 10 October 2017

ତୁମରି ଛୁଆଁ ର କାଉଁରୀ ପରଶ ଆଣୁଥିଲା ଜହ୍ନ ରାତି, ମାଟି ରୁ ଆକାଶ, ମନ ରୁ ଅଗଣା ଭରୁଥିଲା ମଧୁ ଗୀତି ।wow what a lyrical poem is this?

1 0 Reply
D Priyanka Singh 29 September 2017

ଜୋଛନା ମଦିରା ପ୍ରୀତି ପିଆଲା ରେ ନୀଳ ଜହ୍ନ, ଢାଳୁଥିଲା- ପ୍ରେମ ରଂଗ ଥିଲା ମନ ରେ ମନ ରେ ଆଜି ରିକ୍ତ ପାନ୍ଥଶାଳା ।। Nicely penned. 10++++

1 0 Reply
Sabita Sahoo 27 September 2017

ତୁମରି ଛୁଆଁ ର କାଉଁରୀ ପରଶ ଆଣୁଥିଲା ଜହ୍ନ ରାତି, ମାଟି ରୁ ଆକାଶ, ମନ ରୁ ଅଗଣା ଭରୁଥିଲା ମଧୁ ଗୀତି । Beautiful poem of love and passion in so lyrical manner. Thanks. 10+++

0 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success