ପାନ୍ଥଶାଳା-004 (Pantha Shala-04/Odia Poem) Poem by Subhas Chandra Chakra

ପାନ୍ଥଶାଳା-004 (Pantha Shala-04/Odia Poem)

Rating: 5.0

ଯେଉଁ ମନ ଥିଲା, ତୁମ ପାଇଁ ପ୍ରିୟେ

ମନ୍ଦିର ମୁଖଶାଳା,

ଯେଉଁ ବାହୁ ଡୋର, ପରଶ ଓଠ ର

ତୁମରି ଜୀବନ ଥିଲା-


ଯେଉଁ ଛାତି ତଳ ତାତି, କଥା, ବ୍ୟଥା

ତୁମରି ନି8ଶ୍ୱାସ ଥିଲା-

ଆଜି ସେଇ ମନ, ଦେହ ର ଦେଉଳ

ରିକ୍ତ, ତିକ୍ତ ପାନ୍ଥଶାଳା ।।

ପାନ୍ଥଶାଳା-004 (Pantha Shala-04/Odia Poem)
Sunday, September 24, 2017
Topic(s) of this poem: loneliness,lonely,love,love and art,love and dreams,love and friendship,love and life,memoirs,old memory
COMMENTS OF THE POEM
Anita Aparajita Das 24 September 2017

ଯେଉଁ ଛାତି ତଳ ତାତି, କଥା, ବ୍ୟଥା ତୁମରି ନି8ଶ୍ୱାସ ଥିଲା- ଆଜି ସେଇ ମନ, ଦେହ ର ଦେଉଳ ରିକ୍ତ, ତିକ୍ତ ପାନ୍ଥଶାଳା ।। Beautiful poem, Subhas. full of love and passion. 10++++

5 0 Reply
Seema Sharma Rimi 27 September 2017

ଯେଉଁ ଛାତି ତଳ ତାତି, କଥା, ବ୍ୟଥା ତୁମରି ନି8ଶ୍ୱାସ ଥିଲା- ଆଜି ସେଇ ମନ, ଦେହ ର ଦେଉଳ ରିକ୍ତ, ତିକ୍ତ ପାନ୍ଥଶାଳା ।। Beautiful and superb. Thanks for the poem. 10+++++

4 0 Reply
Sanjukta Sahoo 27 September 2017

ଆଜି ସେଇ ମନ, ଦେହ ର ଦେଉଳ ରିକ୍ତ, ତିକ୍ତ ପାନ୍ଥଶାଳା ।। Wow, the emptiness so well expressed. Thanks. 10++++

3 0 Reply
Sabita Sahoo 27 September 2017

ଯେଉଁ ଛାତି ତଳ ତାତି, କଥା, ବ୍ୟଥା ତୁମରି ନି8ଶ୍ୱାସ ଥିଲା- ଆଜି ସେଇ ମନ, ଦେହ ର ଦେଉଳ ରିକ୍ତ, ତିକ୍ତ ପାନ୍ଥଶାଳା ।। Beautifully expressed the past days with her. Thanks. 10+++

3 0 Reply
Ranjan Kumar Ghosh 20 January 2018

ଯେଉଁ ଛାତି ତଳ ତାତି, କଥା, ବ୍ୟଥା ତୁମରି ନି8ଶ୍ୱାସ ଥିଲା- ଆଜି ସେଇ ମନ, ଦେହ ର ଦେଉଳ ରିକ୍ତ, ତିକ୍ତ ପାନ୍ଥଶାଳା ।। sir beautiful describe fantastic poem10++++++

0 0 Reply
Ranjan Kumar Ghosh 29 November 2017

ଆଜି ସେଇ ମନ, ଦେହ ର ଦେଉଳ ରିକ୍ତ, ତିକ୍ତ ପାନ୍ଥଶାଳା ।। Beautifully expressed the past days with her. Thanks. 10+++

0 0 Reply
Ranjan Kumar Ghosh 29 November 2017

ଯେଉଁ ଛାତି ତଳ ତାତି, କଥା, ବ୍ୟଥା ତୁମରି ନି8ଶ୍ୱାସ ଥିଲା- ଆଜି ସେଇ ମନ, ଦେହ ର ଦେଉଳ ରିକ୍ତ, ତିକ୍ତ ପାନ୍ଥଶାଳା ।। Nicely penned 10++++

1 0 Reply
Rajendra Rout 29 November 2017

ଆଜି ସେଇ ମନ, ଦେହ ର ଦେଉଳ ରିକ୍ତ, ତିକ୍ତ ପାନ୍ଥଶାଳା ।। Beautifully expressed the past days with her. Thanks. 10+

2 0 Reply
D Priyanka Singh 29 September 2017

ଯେଉଁ ଛାତି ତଳ ତାତି, କଥା, ବ୍ୟଥା ତୁମରି ନି8ଶ୍ୱାସ ଥିଲା- ଆଜି ସେଇ ମନ, ଦେହ ର ଦେଉଳ ରିକ୍ତ, ତିକ୍ତ ପାନ୍ଥଶାଳା ।। Nicely penned.

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success