ଚୋରା ଚାହାଣୀ ର
ନୀଳ ନୀଳ ଚିଠି
ଚୁମ୍ବନ ର ଜଉ ମୁଦ,
ଚୋରା ଚୋରା ଛୁଆଁ
ଗୋଲାପୀ ଓଠ ର
ହଜାଉ ଥିଲା ମୋ ନିଦ,
ତୁମ ଖିଲି ଖିଲି
ହସ ଝରଣା ରେ
ଯେଉଁ ଛାତି ଭିଜୁଥିଲା-
ଆଜି ସେ ଅନ୍ତର
ମଶାଣି ର ଶେଯ,
ପରିତ୍ୟକ୍ତ ପାନ୍ଥଶାଳା ।।
ତୁମ ଖିଲି ଖିଲି ହସ ଝରଣା ରେ ଯେଉଁ ଛାତି ଭିଜୁଥିଲା- ଆଜି ସେ ଅନ୍ତର ମଶାଣି ର ଶେଯ, ପରିତ୍ୟକ୍ତ ପାନ୍ଥଶାଳା ।। Loved the way you write lyrics. 10+++
ଆଜି ସେ ଅନ୍ତର ମଶାଣି ର ଶେଯ, ପରିତ୍ୟକ୍ତ ପାନ୍ଥଶାଳା ।। A loving heart deserted...pain well expressed. Thanks. 10++++
ଚୋରା ଚୋରା ଛୁଆଁ ଗୋଲାପୀ ଓଠ ର ହଜାଉ ଥିଲା ମୋ ନିଦ, Nicely penned lyrical poem of love. 10+++
ତୁମ ଖିଲି ଖିଲି ହସ ଝରଣା ରେ ଯେଉଁ ଛାତି ଭିଜୁଥିଲା- ଆଜି ସେ ଅନ୍ତର ମଶାଣି ର ଶେଯ, ପରିତ୍ୟକ୍ତ ପାନ୍ଥଶାଳା ।। nicely penned
ଆଜି ସେ ଅନ୍ତର ମଶାଣି ର ଶେଯ, ପରିତ୍ୟକ୍ତ ପାନ୍ଥଶାଳା ।। Nicely penned. thanks poet.
ତୁମ ଖିଲି ଖିଲି ହସ ଝରଣା ରେ ଯେଉଁ ଛାତି ଭିଜୁଥିଲା- ଆଜି ସେ ଅନ୍ତର ମଶାଣି ର ଶେଯ, ପରିତ୍ୟକ୍ତ ପାନ୍ଥଶାଳା ।। Beautiful poem, so lyrical. 10+++++
ଚୋରା ଚୋରା ଛୁଆଁ ଗୋଲାପୀ ଓଠ ର ହଜାଉ ଥିଲା ମୋ ନିଦ, Nicely penned lyrical poem of love. 10++++
This poem has not been translated into any other language yet.
I would like to translate this poem
ତୁମ ଖିଲି ଖିଲି ହସ ଝରଣା ରେ ଯେଉଁ ଛାତି ଭିଜୁଥିଲା- ଆଜି ସେ ଅନ୍ତର ମଶାଣି ର ଶେଯ, ପରିତ୍ୟକ୍ତ ପାନ୍ଥଶାଳା ।। High quality lyrics. Thanks for sharing.10++++
Thank you Alina for the nice remarks.